ଭଗବାନ ଙ୍କ ସୃଷ୍ଟି ରେ ସବୁ ପ୍ରକାର ମଣିଷ ଅଛନ୍ତି । କଳା, ଗୋରା ଡେଙ୍ଗା ଗେଡା, ଧନୀ, ଗରିବ ଇତ୍ୟାଦି । କିନ୍ତୁ ଦର୍ଶକ ବନ୍ଧୁ ଅଧିକାଂଶ ସମୟରେ ଦେଖାଯାଏ ଯେ ଝିଅ ମାନେ ଡେଙ୍ଗା ପିଲା ଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଗେଡା ପିଲାଙ୍କ ପାଖରେ କଣ ଏମିତି କମି ଥାଏ ଯେ ଝିଅ ମାନଙ୍କୁ ପସନ୍ଦ ଆସନ୍ତିନି । ଯାହାକି ସେମାନେ ଯେତେ ଅଧିକ ଡେଙ୍ଗା ହୋଇଥାଏ ପୁଅ ସେତେ ପସନ୍ଦ କରନ୍ତି । ଆସନ୍ତୁ ଜାଣିବା କଣ ପାଇଁ ଡେଙ୍ଗା ପୁଅ ମାନଙ୍କୁ ଝିଅ ମାନେ ଗେଡା ପୁଅଙ୍କ ତୁଳନାରେ ଅଧିକ ପସନ୍ଦ କରିଥାନ୍ତି । ତେବେ ପ୍ରଥମେ ଝିଅ ମାନଙ୍କ ମନରେ ଯାହା ଆସେ ସେଇଟା ହେଲା ନିରାପଦ ଅନୁଭବ କରିବା ।ଯୋଉମାନେ ଡେଙ୍ଗା ହୋଇଥାନ୍ତି ସେମାନେ ଝିଅ ମାନଙ୍କୁ ଅଧିକ ପ୍ରୋଟେକ୍ସନ ଦେଇଥାନ୍ତି ବୋଲି ଝିଅ ମାନେ ଭାବନ୍ତି । କିନ୍ତୁ ଏମିତି କିଛି ବି ନୁହେଁ । ଉଭୟ ଡେଙ୍ଗା ଆଉ ଗେଡା ପିଲା ପ୍ରୋଟେକ୍ସନ ଦେଇପାରିବେ । ଝିଅ ମାନେ ଭାବନ୍ତି ଡେଙ୍ଗା ପିଲାଙ୍କ ପାଖରେ ସେଲ୍ଫ କଂଫିଡେନ୍ସ ବହୁତ ଥାଏ ଏବଂ ତାଙ୍କ ସହ ଯାଇ ଯେକୌଣସି ଜାଗାକୁ ବୁଲିପାରିବ ଦିନ ହେଉ କି ରାତି,ବିନା ଡରରେ କୌଣସି ଜାଗା କୁ ଯାଇପାରିବେ । ଦ୍ଵିତୀୟ ରେ ହେଲା ହାଇ ହୀଲ ପିନ୍ଧିବା । ଝିଅ ମାନେ ଭାବନ୍ତି ଯଦି ପୁଅଟି ସେମାନଙ୍କ ଠୁ ବହୁତ ଡେଙ୍ଗା ତେବେ ନିଜ ପସନ୍ଦର ସେମାନେ ହୀଲ ପିନ୍ଧି ପାରିବେ ।ଆଉ ମଧ୍ୟ ସେମାନେ ଏହି କଥା ବି ଭାବନ୍ତି ଡେଙ୍ଗା ପୁଅ ମାନେ ସମସ୍ତଙ୍କ ଠୁ ଅଲଗା ଦେଖାଯିବେ । ଭିଡରେ ଥିଲେ ବି ଆରାମ ରେ ଦେଖାଯିବେ । ସସେଥିପାଇଁ ବି ଝିଅ ମାନେ ଲମ୍ବା ପୁଅ କୁ ଲାଇକ କରନ୍ତି । ଖାଲି ଏତିକି ନୁହେଁ ଝିଅକୁ ଲାଗେ ପୁଅ ଡେଙ୍ଗା ହେଲେ ସେମାନଙ୍କୁ ଆଲିଙ୍ଗନ କରିବାକୁ ସୁବିଧା ହୁଏ । କାରଣ ଯେତେବେଳେ ବି ସେମାନେ ଆଲିଙ୍ଗନ କରନ୍ତି ଝିଅ ମନକୁ ବହୁତ ସୁନ୍ଦର ଅନୁଭବ ମଧ୍ଯ ହୋଇଥାଏ ।