• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବାଜୁଛି ମୃଦଙ୍ଗ , ଝାଞ୍ଜ ଓ ଖ୍ଞ୍ଜନି , ମହାମନ୍ତ୍ର ଧ୍ଵନି ରେ ଉଠୁଚି ପଡ଼ୁଚି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ । କିନ୍ତୁ ଏ କେଉଁ ଆଧ୍ୟାତ୍ମିକ ସଭା ପାଇଁ ନୁହଁ କିମ୍ବା ଶୋଭାଯାତ୍ରା ନୁହେଁ । ସହର ମଧ୍ୟରେ ହିନ୍ଦୁ ଦେବି ଙ୍କ ନାମରେ ମଦ ବାର ଖୋଲିବାକୁ ନେଇ ହୋଇଚି ନିଆରା ଭାବରେ ପ୍ରତିବାଦ । ଏହା କୁ ବିରୋଧ କରି ଜିଲ୍ଲାପାଳ ଙ୍କୁ ଦାବି ଜଣାଇବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିଷ୍ଠାତ୍ରୀ ଦେବି ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି ଙ୍କ ମାଟିହେଉଚି ଭଦ୍ରକ ରେ ସମସ୍ତ ନିୟମ ଯେମିତି ଭୁଶୁଡ଼ି ପଡ଼ିଛି । ସହର ମଧ୍ୟରେ ନିଶାଡୀ ଙ୍କ ପାଦୁର୍ଭାବ ଅସ୍ତବ୍ୟସ୍ତ କରୁଛି ଦେବାଦେବି ଙ୍କ ନାମରେ ଏକ ମଦ ବାର ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି |ସ୍ଥାନୀୟ କିଛି ଆଧ୍ୟାତ୍ମିକ ଚେତନା ଶିଳ ଲୋକ ନିଆରା ଢଙ୍ଗରେ ବାର କୁ ବିରୋଧ କରିବାକୁ ଆସି ମୃଦଙ୍ଗ, ଝାଞ୍ଜ ତାଳରେ ମହାମନ୍ତ୍ର ରେ କୀର୍ତନ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ ଏବଂ ଜିଲ୍ଲାପାଳ ଙ୍କୁ ନିଜର ଦାବି ଜଣାଇଥିଲେ

Leave a Reply

Your email address will not be published. Required fields are marked *