• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପାଟିରେ ଦେଉ ଦେଉ ସିଧା ପେଟକୁ

Spread the love

ତା ଉପରେ ସରୁ ସରୁ ପିଆଜ ସହ ସେଉ ଆଉ ଧନିଆ ଚଟଣୀ,
ପାଟିରେ ଦେଉ ଦେଉ ସିଧା ପେଟକୁ,
ଅଜ୍ଞା ହଁ ସବୁଠାରୁ ଚଟପଟି ଆଉ ସ୍ଵାଦିଷ୍ଟ ଖାଦ୍ୟ ,ଯାହାକୁ ଛୋଟ ଠାରୁ ବଡ ସମସ୍ତେ ପସନ୍ଦ କରନ୍ତି, ଆଲୁଦମ୍ ଓ ଦହିବରା,
ଆଜି ଦହିବରା ଦିବସ ଅବସରରେ କଟକ ରେ ଦହିବରା ଷ୍ଟଲ ଗୁଡ଼ିକ ରେ ବେଶ୍ ଗହଳି ଦେଖିବାକୁ ମିଳିଛି,
କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ କଟକ silver City boting club ପରିସରରେ ଏକ ବିରାଟ ଦହିବରା ଆଳୁଦମ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ମେୟର ସୁବାସ ସିଂ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ, cmc କମିଶନର ଅନାମ ଚରଣ ପାତ୍ର, ବାରବାଟୀ ବିଧାୟିକା ଶୋଫିଆ ଫିର୍ଦ୍ଦୋସ ଅନେକ ସୁଭଦ୍ରା ଶକ୍ତି ମହିଳା ଗ୍ରୁପ୍ ସଦସ୍ୟ ମାନେ କଟକର ବିଭିନ୍ନ ଅଞ୍ଚଳର ଦହିବରା ଆଲୁଦମ୍ ବ୍ୟବସାୟୀ ମାନେ ଯୋଗଦାନ୍ କରିଥିଲେ।

ତେବେ ଖାଲି ଓଡ଼ିଶା କାହିଁକି ଓଡ଼ିଶା ବାହାରେ ମଧ୍ୟ ବେଶ୍ ନାମ କମାଇଛି କଟକ ର ଏହି ସ୍ଵାଦିଷ୍ଟ ଖାଦ୍ୟ ,
ତେବେ ଆସନ୍ତୁ ନଜର ପକାଇବା କଟକିଆ ମାନେ କିଭଳି ପାଳିଛନ୍ତି ଦହିବରା ଦିବସ ଟିକୁ

Leave a Reply

Your email address will not be published. Required fields are marked *