• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକ ଓକିଲ ସଂଘର ବାର୍ଷିକୋତ୍ସବ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

କଳା ସଂସ୍କୃତିର ମାଟି ରହୁଳ। ଆଇନସେବା କ୍ଷେତ୍ରରେ ଭଦ୍ରକ ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧୁକାର କରିଛି I ଏଠାକାର ପୂରତନ ଆଇନଜୀବୀମାନେ ସାଧାରଣ ଲୋକଙ୍କୁ ଧନ, ଜୀବନ, ସମ୍ମାନ ଓ ସୁରକ୍ଷା ପ୍ରଦାନ କରି ନିଜର ଖ୍ୟାତି ଅର୍ଜନ କରିଛନ୍ତି । ଭଦ୍ରକର ଆଇନଜୀକାମାନେ ପେଶାରେ ସତ୍ୟ ଓ ନିରପେକ୍ଷ ହୋଇଥିବାରୁ ସାଧାରଣ ଲୋକ ନ୍ୟାୟ ପାଇଥାନ୍ତି । ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ମାମଲା ବହୁ ସଂଖ୍ୟାରେ ବଢି ଚାଲିଛି । ସେହିପରି ଆଇନଜୀବୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖ୍ ବିଚାରପତିମାନେ ତ୍ବରିତ ତ୍ୟାଗ ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିରକା ଶକର ଶତପଥୀ ପରାମର୍ଶ ଦେଇଛନ୍ତି । ରବିବାର ଭଦ୍ରକ ସହିତ ସ୍ମୃତି ଭବନଠାରେ ଭଦ୍ରକଓକିଲ ସଂଘର ବାର୍ଷି କୋତ୍ସବ-୨୦୨୫ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଶ୍ରୀ ଶତପଥୀ ଦାସଙ୍କ ସଭାପତିତ୍ୱରେ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ଓକିଲ ସଂଘ ସଭାପତି ବରିଷ୍ଠ ଅଧିବକ୍ତା ବସନ୍ତ କୁମାର
କହିଲେ ଯେ, ଭଦ୍ରକ ଓକିଲ ସଂଘର ଦାବି ଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ ଯେ, ଭଦ୍ରକର ଆଇନସେବା କ୍ଷେତ୍ରରେ ବିଚାରପତି ଓ ସଂଘ ସମ୍ପାଦକ ସୂର୍ଯ୍ୟକାନ୍ତ କୂଅଁର ବାର୍ଷିକବିବରଣୀଓଆଇନଜୀବୀମାନଙ୍କ ସମୟ ରହିବା ଜରୁରି । ଓକିଲ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ମଞ୍ଚ ପରିଚାଳନା କରିଥିଲେ । ବଶିଷ୍ଠ ଅଧିବକ୍ତା ପର୍ଶୁରାମ ତ୍ରିଦେବୀ ଅତି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସଂଘର ଉପସଭାପତି ଦୀପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓକିଲ ସଂଘ ପତ୍ରିକା “ବ ଶୋଇନିଗର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଇନସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ ଆଇନଜୀବୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ପକ୍ଷରୁ ଆଗତ ବାଟି ଗୁଡିକ ମଧ୍ୟରେ ଭଦ୍ରକରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା, ୪ଟି ୱିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ପ୍ରତିଷ୍ଠା, ଗୋଟିଏ ଆଡିସନାଲ କୋର୍ଟ ପ୍ରତିଷ୍ଠା, ସବଜଜଙ୍କ କୋର୍ଟ ପ୍ରତିଷ୍ଠା ଓ କୋର୍ଟ ପରିସରରେ ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଏଟିଏମ୍ ପ୍ରତିଷ୍ଠା କରିବା ଆଦିକୁ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା

Leave a Reply

Your email address will not be published. Required fields are marked *