• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାବା ବିଘ୍ନେଶ୍ୱର ମହାଦେବ ଙ୍କ 16 ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ନାହାଳପୁର ଗ୍ରାମ ରିପୋର୍ଟ =କଟକ ଜିଲ୍ଲା,ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ ଆଙ୍କର =କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମ ପଂଚାୟତ ନାହାଳପୁର ଗ୍ରାମର ବାବା ବିଘ୍ନେଶ୍ୱର ମହାଦେବ ଙ୍କ 16 ତମ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି,ଜାଗର ପରଦିନ 150 ରୁ ଉର୍ଦ୍ଧ ମହିଳା କଳସ ଯାତ୍ରା ରେ ସାମିଲି ହୋଇଥିଲେ,ନାମ ସଂକ୍ରିତନ,ହୁଳୁହୁଳି ଭକ୍ତିପୂର୍ଣ୍ଣ ପରିବେଷରେ ଚିଙ୍ଗୁଡ଼ିଆ ନଦୀରୁ ପାଣି ଉଠାଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା,ଯଂଜ୍ଞ ଉପଲକ୍ଷେ ପାଞ୍ଚ ଦିନ ଧରି ବାଦୀପାଲା ମହିଳା ଗାୟିକା ଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା,ଆଖ ପାଖ ଅଞ୍ଚଳର ଶତାଧିକ ଦର୍ଶକ ପାଲା ଦେଖିବାକୁ ଆସିଥାନ୍ତି,ଅନୁଷ୍ଠାନ ର ସଦସ୍ୟ ଜୟନ୍ତ କୁମାର ନାୟକ,ସୁବୋଧ ପରିଡା,ବିଭୂତି ଭୂଷଣ ନାୟକ,ନରେନ୍ଦ୍ର ସାହୁ,ସୁବାଷ ନାୟକ,ସନ୍ତୋଷ ନାୟକ,ପ୍ରଦୀପ୍ତ ବେହେରା,ଗଙ୍ଗାଧର ସାହୁ,ସୁଶାନ୍ତ ନାୟକ,ହୃଦାନନ୍ଦ ପରିଡା,ରବୀନ୍ଦ୍ର କୁମାର ସାହୁ,ସୁବ୍ରତ ପରିଜା,ବେଣୁଧର ନାୟକ,ବିପିନ ନାୟକ ଓ ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଦୀର୍ଘ ପାଞ୍ଚଦିନ ଧରି ଯଂଜ୍ଞ ଅନୁଷ୍ଠାନ ସୁଚାର ରୂପେ ଚାଲିଥିଲା,ଆଖ ପାଖ ଅଞ୍ଚଳ ର ପାଞ୍ଚ ଛଅ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା,ଭକ୍ତ ମାନଙ୍କ ପାଇଁ ଅର୍ନ ପ୍ରସାଦ ର ଵେବସ୍ତା କରାଯାଇଥିଲା,

Leave a Reply

Your email address will not be published. Required fields are marked *