• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଞ୍ଚଳିକ ବିଶ୍ଵାଶାନ୍ତି ମହାଯଜ୍ଞ ବାର୍ଷିକ ଉତ୍ସବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନିମେଇସା ପୁର ଠାରେ ବାର୍ଷିକ ଉତ୍ସବ ବିଶ୍ଵଶାନ୍ତି ମହାଯଜ୍ଞ ର କଳସ ଯାତ୍ରା ମହା ସମାରୋହରେ ପାଳନ ହୋଇଯାଇଛି l ଘଣ୍ଟ ଘଣ୍ଟା ଶଙ୍କ ହୁଳହୁଳି ସଂକୀର୍ତନ ଦ୍ୱାରା 108 କଳସ ଓ ଶତାଧିକ ମହିଳା ମାନେ ଗ୍ରାମରୁ ବାହାରି କଳସ ଯାତ୍ରା ରେ ସାମିଲ ହୋଇଥିଲେ l 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞ ରେ ପ୍ରତେହ ଦିନ ପ୍ରଶାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଭିର୍ଣ୍ଣକ୍ଷମ ମାନଙ୍କ ଦ୍ଵାରା ଭଜନପରିବେଷଣ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ର ଆୟୋଜନ କରାଯାଇଛି lଗ୍ରାମର ମୁରବି ଚୈତନ୍ୟ ଷଡ଼ଙ୍ଗୀ, ବିଚିତ୍ରା ନନ୍ଦ ଷଡ଼ଙ୍ଗୀ, ଉମାକାନ୍ତ ଷଡ଼ଙ୍ଗୀ,ପ୍ରଦୀପ୍ତ ଷଡ଼ଙ୍ଗୀ, ସୁନୀଲ ଷଡ଼ଙ୍ଗୀ, ରାଜେଶ ରଞ୍ଜନ ଷଡ଼ଙ୍ଗୀ, ଦେବବ୍ରତ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *