ଐତିହ୍ୟ ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ ଟାଙ୍ଗୀ ଚୌଦ୍ୱାର ବ୍ଲକ ର ତେଲିଆପଡା ଗ୍ରାମରେ ମା ସୁବର୍ଣ୍ଣ ବରାହୀ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଓ ବଜରଙ୍ଗ ବାଲି ଙ୍କ ଅପାର କରୁଣାରୁ ଗ୍ରାମରେ ତିନି ଧରି ପୂଜା କାର୍ଯ୍ୟ ଚାଲୁ ରହିଚି l ଆଜି ସକାଳୁ ଶତାଧିକ ମହିଳା ଓ ପୁରୁଷ ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ l ଦିନ ସାରା ଯଂଜ୍ଞ କାର୍ଯ୍ୟ ଚାଲୁ ରହିଥିବା ବେଳେ ସନ୍ଦ୍ୟା ରେ ଭଜନ କାର୍ଯ୍ୟ କ୍ରମ ଦ୍ୱରା ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ l ଏହି ମହତ କାର୍ଯ୍ୟରେ ଗ୍ରାମ ର ମୁରବି ଧରଣୀଧର ମହାନ୍ତି,ଚଣ୍ଡୀ ପ୍ରକାଶ ମହାନ୍ତି, ମନୋଜ ସ୍ୱାଇଁ, ଚକ୍ରଧର ସ୍ୱାଇଁ, ପ୍ରଦୀପ୍ତ ଦାସ, ପ୍ରଶାନ୍ତ ମହାନ୍ତି, ଅଶୋକ ବାରିକ, ସନ୍ତୋଷ କୁମାର ସ୍ୱାଇଁ, ସୁନୀଲ କୁମାର ସ୍ୱାଇଁ,, ଶ୍ରୀନିବାସ ବାରିକ, ରମଣୀ ରଞ୍ଜନ ବାରିକ,ରଞ୍ଜନ ବାରିକ,ସୁଶାନ୍ତ ମହାନ୍ତି, ବାବୁଲି ମହାନ୍ତି, ବବଲୁ ଏବଂ ତେଲିଆ ପଡାଗ୍ରାମ ର ଉଦୀୟମାନ ଯୁବକ ମାନେ ଏକାଠି ହୋଈ ପୂଜା କାର୍ଯ୍ୟକୁ ଆଗେଇ ନେଉଥିଲେ l