• Mon. Apr 20th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ତମ୍ବା ପାତ୍ରରେ ପାଣି ପିଇଲେ ଏହି ସବୁ ରୋଗରୁ ମିଳେ ମୁକ୍ତି

Spread the love

ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ଅଧିକ ଲାଭଦାୟକ । ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

-ତମ୍ବା ପାତ୍ରରେ ରଖାଯାଇଥିବା ପାଣିରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ୍ ଥାଏ, ତେବେ ଏହି ପାଣି ପିଇଲେ ୟଙ୍ଗ ଦେଖାଯିବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।-ତମ୍ବାରେ ଥିବା କପର ଥାଇରୋକ୍ସିନ୍ ହରମୋନ୍କୁ କଣ୍ଟ୍ରୋଲ୍ କରିଥାଏ । ଫଳରେ ଥାଇରଏଡ୍ ହେବାର ଭୟ ନଥାଏ ।

  • ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ଗଣ୍ଠି ଦରଜ ପାଇଁ ଭଲ ।

-ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ ।

  • ତମ୍ବା ପାତ୍ରରେ ଅତିକମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ରକ୍ତହୀନତା ରୋଗକୁ ମୁକ୍ତି ମିଳିଥାଏ ।

-ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇଲେ ଏସିଡିଟି ସମସ୍ୟା ଦୂର ହୁଏ ।

-ସେହିପରି ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ପରିମାଣ କମ୍ ହୁଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ ।

Leave a Reply

Your email address will not be published. Required fields are marked *