• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବର୍ଷାଙ୍କ ଆବେଦନ ଖାରଜ କଲେ କୋର୍ଟ

Spread the love

ବହୁ ଚର୍ଚ୍ଚିତ ଓଲିଉଡ଼ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ପୁଣି ଖବର ଆସିଛି.ଦୁହିଁଙ୍କର ଛାଡପତ୍ର ହୋଇସାରିଛି.ଅନୁଭବ ମଧ୍ୟ୍ୟ ଦ୍ୱିତୀୟ ବିବାହ କରିସାରିଛି. ହେଲେ ଏବେ ପୁଣି ଥରେ ବର୍ଷା ଓ ଅନୁଭବକୁ କୋର୍ଟ ରୁ ଖବର ଆସିଛି
ଅନୁଭବ ଓ ତାଙ୍କ ପରିବାର ବିରୋଧ ରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲା କୁ କୋର୍ଟ ରେ ଖରାଜ କରିଦେଇଛନ୍ତି

ବର୍ଷାଙ୍କୁ ଅନୁଭବ କ୍ଷତିପୂରଣ ଦେବେ ନାହିଁ। ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି। ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ରାୟ ଅନୁସାରେ ବର୍ଷାଙ୍କୁ ଭରଣପୋଷଣ ପାଇଁ ‌କୌଣସି ଟଙ୍କା ଦେବେ ନାହିଁ।

Leave a Reply

Your email address will not be published. Required fields are marked *