• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପଟଣା ଗ୍ରାମରେ 76 ତମ ଡ୍ରାମା ଉତ୍ସବ ପାଳନ

ByOdishri Khabar

Jun 16, 2025
Spread the love

କଟକ ଜିଲ୍ଲା,42 ମୌଜା ଅନ୍ତର୍ଗତ ବେଣ୍ଟକାର ସ୍ଥିତ ପଟଣା ଗ୍ରାମରେ 76 ତମ ଡ୍ରାମା ଉତ୍ସବ ପାଳିତ ହୋଇଯାଇଛି,ଚଳିତ ବର୍ଷ ଦୁଇଟି ନାଟକ ପରିବେଶଣ ହୋଇଥିଲା,ନାଟକ ଦୁଇଟି ଥିଲା “ମଝି ନଈରେ ମୋ ଜୀବନ ଡ଼ଙ୍ଗା” ଏବଂ “କାନ୍ଦେନା ଲୁହ ସରିଯିବ”,ନାଟକ ଦୁଇଟି ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିପାରିଥିଲା,ନାଟକଟିର ସଙ୍ଗୀତରେ ଥିଲେ ରଞ୍ଜନ କୁମାର,ନୂତ୍ୟରେ ଥିଲେ ରେମୋ ଡାନ୍ସ ଗ୍ରୁପ ଯାଜପୁର,ନିର୍ଦେଶନା ଦେଇଥିଲେ ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟର ବି ଗ୍ରୁପର ଅନୁଭବୀ ନିର୍ଦେଶକ ଅକ୍ଷୟ କୁମାର ରଣା,ପଟଣା ଗ୍ରାମ ଯାତ୍ରା କମିଟି ତରଫରୁ ଗ୍ରାମର ମୁରବୀ,ଜନପ୍ରତିନିଧି ଏବଂ ବୃଦ୍ଧିଯିବି ମାନଙ୍କୁ ମଞ୍ଚରେ ଉତ୍ତରୀୟ ଓ ପୁଷ୍ପଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ପଟଣା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା, କଟକ ଜିଲ୍ଲା,ବାରଙ୍ଗ ବ୍ଲକରୁ ପ୍ରକାଶ କୁମାର ଭୋଇ,

Leave a Reply

Your email address will not be published. Required fields are marked *