• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ହିନ୍ଦୋଳ ବ୍ଲକ ରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷତ୍ରୀ କନଫରେନସ

ByOdishri Khabar

Aug 22, 2025
Spread the love

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ହିନ୍ଦୋଳ govt ହାଇସ୍କୁଲ ଠାରେ ବ୍ଲକ ଶିକ୍ଷାଧିକାରୀହରିହର ଦେହୁରୀ ଙ୍କ ଆହ୍ୱାନ କ୍ରମେ ହିନ୍ଦୋଳ ର ନଅ ଟି କ୍ଲଷ୍ଟର ର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷତ୍ରୀ ମାନଙ୍କର କନଫରେନସ ହୋଇଯାଇଛି!ଏଥିରେ ଦୂରଦୁରାନ୍ତର ରୁ ପ୍ରତି ସ୍କୁଲ ର ମୁଖ୍ୟ ମାନଙ୍କୁ ନେଇ କନଫରେନସ କରାଯାଇଛି!ଏଥିରେ ମୁଖ୍ୟ ଅତିଥି ଭାବେ D. I. E. T ର principal ଯୋଗ ଦେଇ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷତ୍ରୀ ମାନଙ୍କୁ ଶିକ୍ଷା ବାବଦ ରେ ଦିଗଦର୍ଶନ ଦେଇଥିଲେ!ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ମଧ୍ୟ ଶିକ୍ଷକ ମାନଙ୍କୁ ସ୍କୁଲ ର ଅନେକ ଭଲ କାର୍ଯକ୍ରମ ମାଧ୍ୟମ ରେ ଦିଗଦର୍ଶନ ଦେଇଥିଲେ!ଏହି କନଫରେନ୍ସ ରେ ହିନ୍ଦୋଳ govt ହାଇସ୍କୁଲ ର ପ୍ରଧାନଶିକ୍ଷକ ମଧ୍ୟ ଯୋଗ ଦେବା ସହିତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ମାନେ ଯୋଗ ଦେଇ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ!ଏହି କନଫରେନ୍ସ ଦୁଇଦିନ ଧରି ଚାଲିବ ବୋଲି ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ମାତବ୍ୟକ୍ତ କରିଥିଲେ!ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ସାମଲ ଙ୍କ ରିପୋର୍ଟ ଓଡ଼ିଶ୍ରୀ ଖବର!

Leave a Reply

Your email address will not be published. Required fields are marked *