|| କଟକ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସ୍ମୁତିଚାରଣ ସଭା =ବାରଙ୍ଗ ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମର ସମାଜସେବୀ, ବର୍ଷୀୟାନ ନେତା ତଥା କଟକ ଜିଲ୍ଲା ର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବ ପ୍ରସାଦ ପ୍ରଧାନ ଙ୍କ ଏକାଦଶହରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା,ସଂଗଠକ ବିପ୍ର ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୂର୍ବତନ ଅର୍ଥମନ୍ତୀ ପଞ୍ଚାନନ କାନୁନଗୋ, ପୂର୍ବତନ ନିଆଳୀ ବିଧାୟକ ପ୍ରମୋଦ କୁମାର ମଲ୍ଲିକ,ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ବାରଙ୍ଗ ବ୍ଲକ 33 no ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଭୋଇ,ପୂର୍ବତନ ବାରଙ୍ଗ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମହାପାତ୍ର,ବରିଷ୍ଠ ଆଇନଜୀବ ଉମାକାନ୍ତ ନନ୍ଦ,ଶ୍ରମିକ ନେତା ସୁଧାକର ସ୍ୱାଇଁ,ସାହିତ୍ୟିକ ଓ ସମାଜସେବୀ ଅକ୍ଷୟ କୁମାର ମହାନ୍ତି,ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ,କେଦାରନାଥ ଜେନା,ରବିନାରାୟଣ ହୋତା,ତପନ କୁମାର ସ୍ୱାଇଁ,ନିଆଳୀ ର ଯୁବ ସମାଜସେବୀ ପୁଲକ ମହାନ୍ତି,ଶିକ୍ଷାବିତି ପ୍ରଦୁମ୍ନ କୁମାର ପତି,ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ପ୍ରଧାନ,ଗଗନ ଜେନା,ଅଶୋକ କୁମାର ରଥ,ଗଣେଶ ଚନ୍ଦ୍ର ସାହୁ,ଲକ୍ଷ୍ମୀଧର ପ୍ରଧାନ,ବନ୍ଧୁ ଚରଣ ସାହୁ,କ୍ଷୀରୋଧ ପଟ୍ଟନାୟକ, ପ୍ରମୁଖ ସ୍ୱଗ୍ରତ ପ୍ରଧାନ ଙ୍କ ସ୍ମୃତିଚାରଣ କରିଥିଲେ ||