• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ମଣ୍ଡି ବ୍ୟବସ୍ଥାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ
Spread the love
କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଧାନ ବିକ୍ରି ପାଇଁ ୩ ଦିନ ଧରି ଭୋକଶୋଷରେ ରହିଥିବା ଅଭିଯୋଗ ଆସିଛି। ମଣ୍ଡି ଓ ମିଲ୍‌ ପକ୍ଷରୁ ନିର୍ଯାତନା ଦେଇଥିବା ନେଇ ପରିବାର ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଚାଷୀ ସମସ୍ୟା ଓ ମଣ୍ଡି ପ୍ରଣାଳୀ ଉପରେ ପୁନର୍ବାର ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *