• Sat. Apr 18th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅପରେସନ ସିନ୍ଦୂର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ByOdishri Khabar

Jun 13, 2025
Spread the love

ମେ ୭ ତାରିଖ ୨୦୨୫ କାଶ୍ମୀର ରେ ଘଟି ଯାଇଥିଲା ଆତଙ୍କବାଦୀ ଆକ୍ରମଣ ରେ ଭାରତୀୟ ମହିଳା ପର୍ଯ୍ୟଟକ ଙ୍କ ସ୍ବାମୀ ଙ୍କୁ ନିର୍ମମ ଭାବରେ ହତ୍ୟା କରି ସିନ୍ଦୂର କୁ ସବୁଦିନ ପାଇଁ ଲିଭେଇଦେଲେ। ମୋଦି ଙ୍କ ନିର୍ଦ୍ଦେଶ କ୍ରମେ ‘ଅପରେସନ ସିନ୍ଦୂର ‘ ମାଧ୍ୟମ ରେ ଭାରତୀୟ ତିନି ସେନା ମୁଖ୍ୟ ଠିକ୍ ୭ ଦିନ ପରେ ମଧ୍ୟ ରାତ୍ରି ରେ ପାକିସ୍ତାନ ମଧ୍ୟ କୁ ପଶି ୯ ଆତଙ୍କବାଦୀ ଆଡ୍ଡା ସ୍ଥଳୀ କୁ ଧ୍ଵଂସ କଲେ ଭାରତୀୟ ଜନତା ଖୁସି ବ୍ୟକ୍ତ କରି ଭାରତୀୟ ସେନା ଙ୍କୁ ଧନ୍ୟ ଧନ୍ୟ କହିଥିଲେ। ଭାରତୀୟ ବୀର ସୈନିକ ଙ୍କ ସାହସୀକ ପଦକ୍ଷେପ ପାଇଁ କୃତଜ୍ଞତା ଜଣେଇ ସୁବର୍ଣ୍ଣପୁର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ସଭାପତି ଭଜରାଜ ଦଣ୍ଡସେନା ଓ ସମ୍ପାଦକ ବିକ୍ରମାଦିତ୍ୟ ମହାକୁଡ ଙ୍କ ନେତୃତ୍ୱରେ ସଞ୍ଜୟ ଷଡଙ୍ଗୀ, ଶୁଭେନ୍ଦୁ ପଣ୍ଡା,ଅଶ୍ଵିନୀ ହୋତା, ବଶିଷ୍ଠ ମହାକୁର, ଶ୍ୟାମ ସୁନ୍ଦର ଭୋଇ, ବିନୋଦ ବିହାରୀ ଭୋଇ, ମୁକେଶ ଚନ୍ଦ୍ର ବାଘ୍, ବିଷ୍ଣୁ ବାରିକ, ଦୈତାରି ବେହେରା, ମହେନ୍ଦ୍ର ମାଝୀ, ଦୂର୍ବାଦଳ ପୁଝାରୀ, ବସନ୍ତ ସାହୁ, ସହଦେବ ପଟେଲ, କୃଷ୍ଣଚନ୍ଦ୍ର ମିଶ୍ର, ସୁବାଷ ଚନ୍ଦ୍ର ଗୁରୁ, ସନ୍ତୋଷ କୁମାର ପାତ୍ର, ଅନିଲ କୁମାର ପ୍ରଧାନ,ନେତୃତ୍ୱରେ ସୋନପୁର କଲେଜ୍ ଏନ୍ ସି ସି ୧୦ଜଣ, ଇ ଏସ ଏସ ସିକୁରିଟି ଗାର୍ଡ ୧୦ଜଣ ଙ୍କ ଅବସର ପ୍ରାପ୍ତ ସେନା ୪୦ ଜଣ ଙ୍କ ମିଳିତ ଉଦ୍ୟମ ରେ ସୁରେଶ୍ଵରୀ ମନ୍ଦିର ରୁ ବାହାରି ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।

Leave a Reply

Your email address will not be published. Required fields are marked *