• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଠମଲ୍ଲିକ ଉତ୍ସବ ପାଇଁ ପ୍ରସ୍ତୁତି_ବୈଠକ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଠମଲ୍ଲିକ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ଯୁବ ସମାଜସେବୀ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵ ରେ ଆଠମଲ୍ଲିକ ସର୍କିଟ ହାଉସ ପରିସର ମଧ୍ୟରେ ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଉପଖଣ୍ଡ ର ୪ ଗୋଟି ପ୍ରଗଣା ଯଥା ଷୋଳପଦା, ପଇଁଚିକୂଳ, ବାଇଶିପାଲି, ଚୌରଶି, ଅଞ୍ଚଳ ର ସମସ୍ତ ପଞ୍ଚାୟତ ର ଶିକ୍ଷିତ ବୁଦ୍ଧଜୀବୀ ମାନେ ଉପସ୍ଥିତ ରହି ଆଠମଲ୍ଲିକ ବିଭିନ୍ନ ପ୍ରକାର ଲୋକ କଳା ଦଣ୍ଡ ,ଘୁଡୁକି,, ପାଲା, ବିଭିନ୍ନ ସଂପ୍ରଦାୟର ନୃତ୍ୟ ସଙ୍ଗୀତ, ଚିତ୍ର କଳାକୁ ଓଡ଼ିଶାର ତଥା ଦେଶ ବିଦେଶ ର କୋଣ ଅନୁକୋଣରେ ଲୋକ ମହୋତ୍ସବ ମାଧ୍ୟମରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଧୁମ୍ ଧାମରେ ସଫଳ କରିବା ପାଇଁ ସମସ୍ତ ଅଞ୍ଚଳ ବାସି ଙ୍କ ଧନ ମନ ତନ ଦେଇ ସହଯୋଗ ରହିବ ବୋଲି ମତ ପ୍ରକାଶ କରିଥିଲେ । ବର୍ତମାନ ପାଇଁ ୫୦ ଜଣଙ୍କୁ ନେଇ ଏକ କୋରା କମିଟି ଗଠନ କରାଯାଇଛି । ପରେ ପରେ ପ୍ରତ୍ୟେକ ଅଞ୍ଚଳ ରେ କୋର . ଅଂଶଗ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *