• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆତ୍ମା କେଉଁ ଜାଗାକୁ ଯାଇ ଥାଏ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆମେ ଆପଣଙ୍କୁ କହିବାକୀ କଣ ମାରିବା ପରେ ଆତ୍ମା କେଉଁ ଜାଗାକୁ ଯାଇ ଥାଏ । ତେବେ ଆମେ ସବୁ ଜାଣିଛେ କି ଏହା ଆମ ଶରୀର ବଦଳାଇ ଥାଏ ମାତ୍ର କିନ୍ତୁ ଏହା ଅମର ଅଟେ । ସେ କେବେହେଲେ ମାରି ନଥାଏ କିମ୍ବା ମରିବା ଭଳି ପରିସ୍ଥିତି ଆସି ନଥାଏ । କୁହାଯାଏ କି ଆତ୍ମା କେବଳ ନିଜର ସମୟ ସୀମା ସାରିବା ପରେ ଆଉ ଏକ ସୁସ୍ଥ ସରୀର ଚାହିଁ ଥାଏ । ଯେଉଁ ଭଳି ଆମେ ସବୁ ଦିନ ପାଇଁ ଏକ ଡ୍ରେସ ପିନ୍ଧିକି ରହି ପରିବାନି ସେହି ଭଳି ଭାବେ ଆମ ଆତ୍ମା ମଧ୍ୟ ଏକ ଶରୀର ରେ ସବୁ ଦିନ ପାଇଁ ରହି ପାରିବନି । କିଛି ଦିନ ଯାଏ ଅଧିକା ରହି ପାରେ କିନ୍ତୁ ଏହା କୁ ଶରୀର ଛାଡିକି ଯିବା ପାଇଁ ପଡିଥାଏ । ତେବେ କିଛି ଲୋକମାନେ ମାରିବା ପାଇଁ ଡଋ ଥାନ୍ତି କାରଣ ତାଙ୍କୁ ଡର ଥାଏ କି ସେମାନେ ଆଉ ଥରେ ମଣିଷ ଜନ୍ମ ଭଳି ଦୁର୍ଲଭ ଜନ୍ମ ପାଇ ପରିବେନି କାଳେ । ସେଇ ପାଇଁ ସେମାନେ ନିଜ ମୋହ ମାୟା କୁ ଛାଡିକି ଯିବା ପାଇଁ ଚାହିଁ ନଥାନ୍ତି ।ତେବେ ଆଜି ଆମେ ଜାଣି ବାକୀ ଆତ୍ମା ମାରିବା ପରେ କେଉଁ ଜାଗାକୁ ଯାଇ ଥାଏ । ଆମ ଶରୀର ଛାଡିବା ପରେ ମଧ୍ୟ ଆତ୍ମା କୁ ବିସବାଶ ହୋଇ ନଥାଏ କି ସେ ଆଉ ନାହିଁ ବୋଲି । ସେ ଚିତକାର କରୁଥାଏ କିନ୍ତୁ ତାକୁ ଜମା ଦୁତ ମାନେ ନେଇ ଯାଇ ଥାନ୍ତି ନିଜ ସହ । ସେମାନେ ଜାଣି ସୂନୀ ଆତ୍ମା କୁ ନିଜ ସହ ନେଇ ଯାଇ ଥାନ୍ତି । 24 ଘଣ୍ଟା ପରେ ତାକୁ ପୁଣି ଆଣିକି ଛାଡି ଦେଇ ଥାନ୍ତି ଏହା ଜାଣିବା ପାଇଁ କି ସେମାନେ ମୃତ ଏବେ । ଯେଉଁ ଯାଏ ସେମାନଙ୍କ କର୍ମ ସରୀରି ନଥାଏ ସେମାନେ ନିଜ ପରିବାର ଲୋକଙ୍କ ସହ କଥା ହେବା ପାଇଁ ଚେଷ୍ଟା କରି ଥାନ୍ତି । ଓ ଏହା ଅମଦ୍ଧୟ ଚେଷ୍ଟା କରିଥାନ୍ତି କି ସେମାନେ ପୁଣି ଠାରେ ଘରେ ରହି ଯିବେ କିନ୍ତୁ ଏହା ସମଭାବ ହୋଇ ନଥାଏ । କୁହାଯାଏ କି ଯେଉଁ ମାନେ ଭଲ କାମ ଅକ୍ରିୟ ଥାନ୍ତି ସେମାନେ କଷ୍ଟ ପାଇ ନଥାନ୍ତି ଓ ମୃତ୍ୟୁ ସହଜରେ ହୋଇ ଯାଇଥାଏ । ଯେଉଁ ମାନେ ପାପ କାମ କରିଥାନ୍ତି ଓ ସେମାନେ ଦେହ ମଧ୍ୟ ଛାଡିବା ପାଇଁ ଚାହିଁ ନଥାନ୍ତି ସେମାନେ ଖୁବ କଷ୍ଟ ପାଇ ଥାନ୍ତି ମାରିବା ବେଳେ । ତେବେ ଯେଉଁ କର୍ମ ହୋଇ ଥାଏ 13 ଦିନ ଯାଏ ତାଙ୍କ ସହ ସେମାନଙ୍କ ମନ ମଧ୍ୟ ଛିଡିବାରେ ଲାଗିଥାଏ ନିଜ ପରିବାର ଲୋକଙ୍କ ଠାରୁ ଓ ଶେଷରେ ସେମାନେ ନିଜେ ଯମ ଦୁତ ମାନଙ୍କ ସହ ଚାଲି ଯାଇ ଥାନ୍ତି । ଯେଉଁ ମାନେ ସମୟ ଆଗରୁ ମାରି ଯାଇ ଥାନ୍ତି ସେମାନେ ସମୟ ପୂରଣ ହେବା ଯାଏ ସେଇ ଜାଗାରେ ରହି ଥାନ୍ତି ଓ କଷ୍ଟ ଅନୁଭବ କରିଥାନ୍ତି । ତେଣୁ କରି କୁହାଯାଏ କି ସେହି ଆତ୍ମାଙ୍କୁ ସାନ୍ତ କରିବା ପାଇଁ ଓ ମୂକତି ଦେବା ପାଇଁ ଅନେକ ପୂଜା କରା ଯାଇଥାଏ ନିଜ ପରିବାର ଲୋକଙ୍କ ମାଧ୍ୟମରେ । ଜମା ଲୋକରେ ବିଚାର ସାରିବା ପରେ ଆତ୍ମାକୁ ନର୍କ କିମ୍ବା ସ୍ଵର୍ଗ କୁ ପଠା ଯାଇ ଥାଏ ।

Leave a Reply

Your email address will not be published. Required fields are marked *