• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏଥର ଏକ ଟଙ୍କା କରିବ ଲକ୍ଷପତି

ByOdishri Khabar

Apr 9, 2025
Spread the love

ପ୍ରତ୍ୟେକ ବ୍ୟକ୍ତି ଚାହେଁ ନିଜକୁ ଏକ ଉଚ୍ଚ ସ୍ଥାନରେ ରଖିବା ପାଇଁ । ଆଉ ନିଜର ଦୈନିକ ଜୀବନ ଯାପନ ଶୈଳୀକୁ ମଧ୍ୟ ଉନ୍ନତ ଧରଣର କରିବା ପାଇଁ । ସେଥିପାଇଁ ତ କିଏ କେତେ ପ୍ରକାରରେ ଚେଷ୍ଟା କରିଥାନ୍ତେ । ହେଲେ ବନ୍ଧୁଗଣ ଏବେ ଧନୀ ହେବାକୁ ମିଳିଯାଇଛି ସହଜ ଉପାୟ । ତେବେ ଚାଲନ୍ତୁ ନଜର ପକାଇବା…
() ଭାରତରେ ବିଭିନ୍ନ ପ୍ରକାରର ମୁଦ୍ରା ବା ଟଙ୍କା ରହିଛି । ତାହାର ଉଦାହରଣ ଆମେ ଆମର ଗୁରୁଜନଙ୍କ ଠାରୁ ଶୁଣିଥାଉ । ବର୍ତ୍ତମାନ ଆମେ ୧୦,୨୦,୫୦,୧୦୦,୨୦୦,୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ବ୍ୟବହାର କରୁଛେ । କିନ୍ତୁ ଆମର ପୁର୍ବଜ ବା ଆମଠୁ ବୟସରେ ବଡ ବ୍ୟକ୍ତି ମାନେ ତାଙ୍କ ସମୟରେ ଆହୁରି ବି ଭିନ୍ନ ଭିନ୍ନ ଟଙ୍କା ନୋଟ ବା ମୁଦ୍ରା ବ୍ୟବହାର କରୁଥିଲେ ।ଏବଂ କିଛି ଲୋକ ତ ଏହାକୁ ଆଜି ପର୍ଯ୍ୟନ୍ତ ସମ୍ଭାଳି ମଧ୍ୟ ରଖିଛନ୍ତି । ଯଦି ଆପଣ ମଧ୍ୟ ସେହି ପୁରୁଣା ମୁଦ୍ରା ଗୁଡ଼ିକ ସାଇତି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ଖୁସିର ଖବର । ଯେଉଁ ମାନଙ୍କ ପାଖରେ ପୁରୁଣା ମୁଦ୍ରା ରହିଛି ସେମାନେ ଘରେ ବସି ବସି ଲକ୍ଷପତି ହୋଇପାରିବେ । କାରଣ ୧ ଟଙ୍କିଆ ନୋଟ ବଦଳରେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା । ପ୍ରାୟ ୨୯ ବର୍ଷ ପୂର୍ବେ ଭାରତ ସରକାର ଏହି ୧ ଟଙ୍କିଆ ବନ୍ଦ କରିଥିଲେ । ଏହାପରେ ୨୦୧୫ ମସିହାରେ ପୁନଃ ଏହି ୧ ଟଙ୍କାକୁ ପୁଣି ଥରେ ନୂଆ ରୂପ ଦିଆଯାଇଥିଲା । ଏବଂ ଏହାକୁ ବଜାରରେ ମଧ୍ୟ ବ୍ୟବହାର କରାଗଲା । ୧୯୩୦ ମସିହାରେ ବଜାରରେ ବ୍ୟବହାର ହେଉଥିବା ଏହି ୧ ଟଙ୍କାର ଦାମ ବର୍ତମାନ ୭ ଲକ୍ଷ ଟଙ୍କା । କିନ୍ତୁ ଏହି ନୋଟ ରେ ଡବ୍ଲୁ କେଲିଙ୍କ ସାଇନ ରହିଥିବା ଦରକାର । ସେହିପରି ୧୯୬୬ ମସିହାର ୧ ଟଙ୍କିଆ ନୋଟ ବଦଳରେ ୭୦ ହଜାର ଟଙ୍କା ମିଳିବ । ଏବଂ ୧୯୯୭ ମସିହାର ୧ ଟଙ୍କା ନୋଟ ବଦଳରେ ୪୫ ହଜାର ଟଙ୍କା ମିଳିପାରିବ । ୧୯୭୭ ରୁ ୨୯୮୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମରା ଦେଶାଇ ଙ୍କ ଅଧୀନରେ ଇରୁ ଭାଇ କାମ କରୁଥିଲେ ତେଣୁ ଏଥିରେ ତାଙ୍କର ମଧ୍ୟ ସାଇନ ରହିବା ଜରୁରୀ । ଯଦି ଆପଣଙ୍କ ପାଖରେ ଏହି ନୋଟ ଗୁଡ଼ିକ ମଧ୍ୟରୁ କୌଣସି ଭି ନୋଟ ରହିଛି ତେବେ ଆପଣ କଏନ ବଜାର ସାଇଟ କୁ ଯାଇ ନିଜର ଏକ ଆକାଉଣ୍ଟ ତିଆରି କରନ୍ତୁ ଏବଂ ଏହାପରେ ଆପଣ ନିଜର ପୁରୁଣା ନୋଟ ଗୁଡ଼ିକ ବିକ୍ରି କରିପାରିବେ । ଖାଲି ଏତିକି ନୁହେଁ ଆପଣ ଏହି ନୋଟ ଗୁଡ଼ିକର ଦାମ ଅଧିକ ମଧ୍ୟ କରିପାରିବେ । ତେବେ ଯଦି ଆପଣଙ୍କ ପାଖରେ ଏହି ପୁରୁଣା ମୁଦ୍ରା ଗୁଡ଼ିକ ରହିଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇପାରିବେ । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *