ମୁମ୍ବାଇ ସ୍ଥିତ ବାସଭବନ ରେ ବୋଲିଉଡ଼ ଆକଟର ସୈଫ ଅଲ୍ଲୀ ଖାନ ଙ୍କ ଉପରେ ଆକ୍ରମଣ ହୋଇଥିଲା. ଗତ ବୁଧବାର ରାତି 2 ଟା ପାଖାପାଖି ଜଣେ ଅଜଣା ବ୍ୟକ୍ତି ସୈଫ ଅଲ୍ଲୀ ଖାନ ଙ୍କ ଘରେ ପଶି ତାଙ୍କ ଉପରେ ମାରନାନ୍ତକ ଆକ୍ରମଣ କରିଛନ୍ତି, ସୈଫ ର ବେକ, ହାତ, ଆଉ ମେରୁଦଣ୍ଡ ରେ ଛୁରୀ ମାରି ହତ୍ୟା କରିବାକୁ ଚେଷ୍ଟା କରିଥିଲା ଦୁର୍ବୁତ୍ତ. ସୈଫ ଙ୍କ ମେରୁଦଣ୍ଡ ରେ ଛୁରୀ ର ଅଂଶ ରହିଯାଇଥିଲା. ତାଙ୍କର ବହୁତ ରକ୍ତ ବୋହିଯାଇଥିଲା, ସୈଫ ଅଲ୍ଲୀ ଖାନ ଙ୍କ ବଡ ପୁଅ ଇବ୍ରାହିମ ବାପା ସୈଫ କୁ auto ରେ ନେଇ ଲିଲା ବତୀ ହସ୍ପିଟାଲ କୁ ଆଣି ଆଡମିଟ କରିଥିଲେ. ସୈଫ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏଵେ ସ୍ଥିର ଅଛି ସେ ଏଵେ ଟିକେ ସୁସ୍ଥ ଅଛନ୍ତି ତାଙ୍କ ମେରୁଦଣ୍ଡ ର ପ୍ଳାଷ୍ଟିକ ସର୍ଜେରୀ ହୋଇଛି. ହେଲେ ଏଵେ ସରକାର ଉପରେ ପ୍ରଶ୍ନ ଉଠୁଛି ଗତ କିଛି ମାସ ପୂର୍ବରୁ ରାଜନେତା ବାବା sidiqi ର ହତ୍ୟା ସହ ସଲମାନ ଖାନ ଙ୍କ ଉପରେ ବାରମ୍ବାର ହତ୍ୟା ଧମକ ଆସୁଛି ତ ଏହା ପାଇଁ ଦାୟୀ କିଏ କଣ ସତରେ govt ଦୁର୍ବଳ ପଡିଯାଇଛି.