ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର ଓ କନ୍ଧପଡ଼ା ଠାରେ ଧାନ କଟିନି ଛତିନି କୁ ନେଇ ମଣ୍ଡି ରୁ ଉଠୁନି ଧାନ ଚାଷି ର କଷ୍ଟ ଉପାଯିତ ସହ ସହ କ୍ଵିଣ୍ଟାଲ ବସ୍ତା ଧାନ ମଣ୍ଡି ରେ ପଡ଼ି ରହିଛି । ଯାହାକି କ୍ଵିଣ୍ଟାଲ ପିଛା ୩ କିଲୋ କଟା ଯିବା କୁ ନେଇ ବିଭାଗୀୟ ଅଧିକାରୀଙ୍କ ଓ ଚାଷି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ଘଟଣା ସ୍ଥଳରେ ଗତକାଲି ଆଠାମଲ୍ଲକ ବିଡିଓ,ଓ ACSO, ଓ ତହସିଲଦାର୍ ଆସି ଚାଷି ଙ୍କ ଠୁ ୩ କିଲୋ ପ୍ରତି କ୍ଵିଣ୍ଟାଲ କଟା ଯିବ ବୋଲି କହିବାରୁ ଚାଷି ରାଜି ହୋଇ ନ ଥିଲେ । ଯାହା ଫଳରେ ଚାଷି ମାନେ ଏନେଇ ଲିଖିତ ଆକାରରେ ସଂପୂଣ୍ଣ କଟିନି ଛତିନି କୁ କୁ ବନ୍ଦ କରି ଧାନ ଉଠାଇବା କୁ ନିବେଦନ କରିଥିଲେ ଚାଷି ତାହାର କିଛି ସୁଫଳ ନ ମିଳିବାରୁ ଆଜି ଚାଷି ମାନେ ମାଧପୁର ଓ କନ୍ଧପଡ଼ା ବନ୍ଦ ଡାକରା ଦେବା ସହ ଆଠମଲ୍ଲିକ ରୁ ବୌଦ୍ଧ କୁ ସଂଯଗ କରୁଥିବା ରାସ୍ତା ଅବରୋଧ କରି ମାଧପୁର ଓ କନ୍ଧପଡ଼ା ବନ୍ଦ ଡାକରା ଦେଇଛନ୍ତି ଚାଷୀ ଘଟଣା ସ୍ଥଳରେ ଉଭୟ ପଟରେ ଗାଡ଼ି ମଟର ଅଟକି ରହିଛି ।