• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କନ୍ଧମାଳ ଆମ୍ବ ଟାକୁଆ ଯାଉ ଖାଇ ମୃତକ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଗତ ନଭେମ୍ବର ମାସର ୩ଜଣ ଆମ୍ବ ଟାକୁଆ ଯାଉ ଖାଇ ମୃତ ହୋଇଥିବା ଘଟଣାକୁ ରେ ମୃତ ପରିବାର ଙ୍କୁ ଭେଟିଲେ aicc ସେକ୍ରେଟାରୀ ରୋଜାଲିନା ତୀର୍କୀ। ଏ ଅଭାବନୀୟ ଘଟଣା ରେ ମୃତ ହୋଇଥିବା ପରିବାର ଙ୍କ ନିମନ୍ତେ ରାଜ୍ୟ କଂଗ୍ରେସ ଏକ ଟିମ ରାଜ୍ୟପାଳଙ୍କୁ ଅଭାବନୀୟ ମର୍ତ୍ୟୁ ସମ୍ପର୍କରେ ଜଣାଇ ଥିଲେ ଏବଂ ମୃତ ପରିବାର, ମା ଛେଉଣ୍ଡ କୁନି କୁନି ଛୁଆଙ୍କ ଭବିଷ୍ୟତ ଗଠନ ରେ ସରକାର ସମ୍ପୂର୍ଣ ସହାୟତା ପ୍ରଦାନ କରିବାକୁ ଦାବୀ କରି ଦୀର୍ଘ ୫ମାସ ବିତି ଯାଇଥିଲେ ମଧ୍ୟ କାହିଁକି ସହାୟତା ପ୍ରଦାନ କରାଯାଇନଥିବା ନେଇ କ୍ଷୋବ ପ୍ରକାଶ କରିଛନ୍ତି ଜାତୀୟ କଂଗ୍ରେସ ସମ୍ପାଦିକା ରୋଜାଲିନା ତୀର୍କୀ,ଏ ସମସ୍ୟା କୁ ନେଇ ବିରୋଧୀ ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀ ଙ୍କୁ କହିବି କହିଛନ୍ତି aicc ସମ୍ପାଦିକା। ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା,ପୂର୍ବତନ ବିଧାୟକ ଯାକବ ପ୍ରଧାନ, ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ,ବରିଷ୍ଠ ନେତା ରଜତ ମହାନ୍ତି,ଅଭିମନ୍ୟୁ ବେହେରା,ଜିଲ୍ଲାପରିଷଦ ସଭ୍ୟା ଦୀପିକା ମାଝି ,ସମିତିସଭ୍ୟା ରୁଦା ମଲିକ , ଲୁକ ସୁନାମାଝି,ଯୁବନେତା ଚନ୍ଦନ ପଣ୍ଡା,ଏନସ ପ୍ରଧାନ ଶତାଧିକ ଦଳୀୟ ନେତା କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *