ଭୋଜପୁରୀ ଜଗତର ହଟ ଆକ୍ଟ୍ରେସ ମୋନାଲିସାଙ୍କ ପରିଚୟର ଆବଶ୍ଯକତା ହିଁ ନାହିଁ । ତାଙ୍କର ହଟ ଲୁକ ହିଁ ତାଙ୍କର ପରିଚୟ । ନିକଟରେ ମୋନାଲିସା ଇନଷ୍ଟାଗ୍ରାମରେ ନିଜର କିଛି ଦମଦାର ତଥା ଶାନଦାର ଫଟୋ ଛାଡି ହଇଚଇ ସୃଷ୍ଟି କରିଛନ୍ତି । ସେ ଏତେ ହଟ ଲାଗୁଛନ୍ତି ଫଟୋରେ ଯେ ପ୍ରଶଂସକ ତାଙ୍କ ଫଟୋରୁ ମୁହଁ ହଟାଇ ପାରୁ ନାହାନ୍ତି ।
ପ୍ରକାଶଥାଉ ଯେ, ମୋନାଲିସା ବ୍ଲୁ କଲରର ଶିମରୀ ଡ୍ରେସରେ ନିଜର ସିଜଲିଂ ଲୁକରେ ଝଡ ସୃଷ୍ଟି କରି ଫ୍ଯାନ୍ସଙ୍କ ଶରୀରରେ ତାତି ବଢାଉଛନ୍ତି ଶୀତରେ । ସାଇଟ କଟ ଓ ଡିପନେକ ଡ୍ରେସରେ ସେ କମାଲ କରୁଛନ୍ତି । ମନ ମୋହୁଛନ୍ତି ମୋନାଲିସା
ନିଜର ଲୁକକୁ ଏହି ହଟ ଆଣ୍ଡ ବୋଲ୍ଡ ଆକ୍ଟ୍ରେସ ଜଣକ ବ୍ଲାକ ହିଲ୍ସରେ ପୂର୍ଣ୍ଣ ରୂପ ଦେଉଛନ୍ତି ଓ ଅମାବାସ୍ଯାରେ ମଧ୍ଯ ପୂର୍ଣ୍ଣିମା ଭଳି ଚମକୁଛନ୍ତି । ତାହାସହ ତାଙ୍କର ଷ୍ଟାର ସେଫ ଥିବା ୟରିଂ ସୂର୍ଯ୍ୟରେ ମଧ୍ଯ ଚନ୍ଦ୍ରମା ଭଳି ଚମକୁଛି । ଏତତବ୍ଯତୀତ ଲାଇଟ ମେକଅପ ଓ ହାଲୁକା ଲିପଷ୍ଟିକ ତାଙ୍କର ଓଠରେ ମଧୁ ବରଷା କରୁଛି । ଏହାସହ ମୋନାଲିସା ନିଜର ହେୟାରଷ୍ଟାଇଲକୁ କର୍ଲି ରଖି କମାଲ କରୁଛନ୍ତି ଫ୍ଯାନ୍ସଙ୍କ ହୃଦୟରେ । ଯାହା ସିଧାସଳଖ ତୀକ୍ଷ୍ଣ ଶର ଭଳି ବିନ୍ଧୁଛି ତାଙ୍କ ପ୍ରଶଂସକଙ୍କ ପ୍ରେମରେ ।
ସୌନ୍ଦର୍ଯ୍ଯର ସବୁ ସୀମା ଟପିଯାଉଥିବା ଏହି ହଟ ଆକ୍ଟ୍ରେସ ଗୋଟିଏଠୁ ବଳି ଆଉ ଟୋଟିଏ ପୋଜ ଦେଇ ସମସ୍ତଙ୍କୁ ଘାଇଲା କରି ସେମାନଙ୍କ ମନ ମୋହୁଛନ୍ତି ଓ ଇନ୍ଦ୍ରଧନୁ ଆଙ୍କୁଛନ୍ତି ଫ୍ଯାନ୍ସଙ୍କ ହୃଦୟରେ ।
ଫଟୋରେ ଏହି ହଟ ଅଭିନେତ୍ରୀ ମିରର ପୋଜ ମଧ୍ଯ ଦେଇ ଚମକୁଛନ୍ତି । ତାଙ୍କର ଅନ୍ଦାଜ ଓ ଲୁକରେ ଫ୍ଯାନ୍ସ ନିଜର ହୃଦୟ ଦେଇ ଦେଉଛନ୍ତି ମୋନାଙ୍କୁ । ଏହା ବ୍ଯତୀତ କେତେକ ଫଟୋରେ ମୋନା ସୋଫା ଉପରେ ଚଢି ପୋଜ ଦେଉଛନ୍ତି । ଫଟୋକୁ ଦେଖି ଫ୍ଯାନ୍ସ କହୁଛନ୍ତି ବାଃ ମୋନା ବାଃ ।ଭୋଜପୁରୀ ଭାଇବ୍ସ ମୋନାଙ୍କୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ‘ଜଷ୍ଟ ଲୁକିଂ ଲାଇକ ୱାଓ’ । ଏହାଛଡା ଆଉ ଜଣେ ଫ୍ଯାନ୍ସ ହଟ ଓ ବୋଲ୍ଡ ମୋନାଙ୍କ ମୋହିନୀ ରୂପକୁ ନେଇ କହିଛନ୍ତି, ବହୁତ ସୁନ୍ଦର …ପ୍ରକାଶଥାଉ ଯେ, ମୋନାଲିସା ଭୋଜପୁରୀ ସିନେମା ଜଗତରେ ଜଣେ ଆଗଧାଡି ଅଭିନେତ୍ରୀ । ତାହାସହ ସେ ସିରିୟଲ୍ସରେ ମଧ୍ଯ କାମ କରନ୍ତି । ବିଗ ବସ-୧୦ ରେ ମଧ୍ଯ ଏହି ହଟ ଅଭିନେତ୍ରୀ ଜଣକ ଭାଗ ନେଇଥିଲେ । ସିରିୟଲ ଟନଜର’ରେ ସେ ବେଶ୍ ଲୋକପ୍ରିୟ ମଧ୍ଯ ।