• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଧୁମ ଧାମ ରେ ପାଳନ ହେଲା ହନୁମାନ ଚାଳିଶା ପାଠ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୨୬ ରେ ବିରାଟ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି, ସମସ୍ତେ ଖୁସି ରହିବା ପାଇଁ ଦେଶ ଭଲ ରେ ଚାଲିବା ପାଇଁ ସମସ୍ତ ହିନ୍ଦୁ ସମାଜ ଏକତ୍ରିତ ହେବା ପାଇଁ ଆଜି ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି,ବାବୁସାହି ଆଖ ପାଖ ରୁ ବହୁ ଶ୍ରଦ୍ଧାଳୁ ସମାଗମ ରେ ସାମିଲ ହୋଇଥିଲେ ନିଆରା ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମାଁ ଥାନ ପତି ଗ୍ରାମ ଦେବୀ ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା ହଜାର ହଜାର ଶ୍ରଦ୍ଧାଳୁ ହନୁମାନ ବିଭିନ୍ନ ରୂପରେ ସଜେଇ ହୋଇ ପୂଜାର୍ଚ୍ଚନା କରାଯାଇଥିଲା ଶଙ୍ଖ ନାଦ ରେ କମ୍ପି ଉଠିଥିଲା ହନୁମାନ ଙ୍କୁ ବିଭିନ୍ନ ରୂପରେ ସଳେଇ ହୋଇଛନ୍ତି। ଅଲୌକିକ ଶକ୍ତିର ହନୁମାନ ଚାଳିଶା ପାଠ କରାଯାଇଛି,ଉତ୍ସବ ମୁଖ ର ହୋଇଛି ଗ୍ରାମ ବାସୀ । ଆଧ୍ୟାତ୍ମିକ ବାବ୍ୟ ସାଙ୍ଗକୁ ଭକ୍ତିମୟ ଗୀତରେ ତାଳେ ତାଳେ ଭକ୍ତ ଗଣ ନାଚିଉଠିଥିଲେ । ବହୁଶ୍ରଦ୍ଧାଳୁ ଗୌରିକ ବେଶରେ
ଆସି ଥିଲେ।

Leave a Reply

Your email address will not be published. Required fields are marked *