• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନୂତନ ଶନି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

Spread the love

କଟକ,ନୂଆପଡା ସ୍ଥିତ ପ୍ରେସ କଲୋନି ଅଞ୍ଚଳ ରେ ଏକ ନୂତନ ଶନିଦେବ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି, ହଜାର ହଜାର ଶନିଦେବଙ୍କ ଭକ୍ତ ପ୍ରଭୁ ଙ୍କ କୃପା ଲାଭ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା, ପ୍ରେସ କୋଲନୀ ଅଞ୍ଚଳ ର ମନ୍ଦିର କମିଟି ତରଫରୁ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା, କଟକ ଜିଲ୍ଲା, ବାରଙ୍ଗ ରୁ ପ୍ରକାଶ କୁମାର ଭୋଇ

Leave a Reply

Your email address will not be published. Required fields are marked *