କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ଚମ୍ପତି କଲ୍ୟାଣ ମଣ୍ଡପରେ ବରିଷ୍ଠ ବିଜେପି ସଂଘଠ ଶ୍ରୀ ହିମାଂଶୁ ମହାନ୍ତି ଙ୍କ ନେତୃତ୍ୱ ରେ ବିଶ୍ୱ ପଖାଳ ଦିବସ କୁ ନିଆରା ଢଙ୍ଗରେ ପାଲିଛନ୍ତି l
ପଖାଳ ଖାଇବା ଦ୍ୱାରା ଆମର ଅନେକ ଉପକାର ମିଳିଥାଏ l ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇ ଥାଏ ପଖାଳ l କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ବଢ଼ାଇଥାଏ l ଗରିବ ଖଟିଖିଆ ବଳ ଦେଇଥାଏ ପାଖାଳ
ପ୍ରତିବର୍ଷ ମାର୍ଚ୍ଚ 20 ତାରିଖରେ ପାଳିତ ହେଉଛି ପଖାଳ ଦିବସ l ପଖାଳ ର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଧୂମଧାମ ରେ ପାଳନ କରାଯାଉଛି l ଏହି କାର୍ଯ୍ୟକ୍ରମ ରେ ବହୁ ମହିଳା ଙ୍କ ସମେତ ହଜାର ରୁ ଉର୍ଧ୍ଵ ବ୍ୟକ୍ତି ମାନେ ଯୋଗ ଦେଇଥିଲେ
ହିମାଂଶୁ ବାବୁ ଜଣେ ଭଲ ସଂଘଠକ ସୁଖ ଦୁଃଖର ମଣିଷ ଭାବରେ ବେଶ ପରିଚିତ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀରେ l