• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପିଲାଙ୍କ ନାରେ ସରକାରଙ୍କ ଠାରୁ ନେଉଛନ୍ତି ପଇସା

Spread the love

ହଁ ଦର୍ଶକ ବନ୍ଧୁ ଇଚ୍ଛା ମୁତାବକ ଅଙ୍ଗନବାଡିକୁ ଆସଛନ୍ତି ଦିଦି । ହେଲେ ପିଲାଙ୍କୁ ଏ ପର୍ଯ୍ୟନ୍ତ ଅ ଆ ଠିକ୍ ଭାବରେ ଆସୁନାହିଁ । ଏପଟେ ଦିଦି ପିଲାଙ୍କୁ କଣ ପାଠ ପଢାଉଛନ୍ତି ତା ଭଗବାନଙ୍କୁ ଜଣା । ଖାଲି ଏତିକି ନୁହେଁ ଆଜ୍ଞା ପିଲାଙ୍କ ଖାଦ୍ୟରେ ମଧ୍ୟ ଅନେକ ଅନିୟମିତତା ହେଉଥିବା ବେଳେ ଦିଦି ସେପଟେ ଆରାମ ମାରୁଛନ୍ତି । ତେବେ ବର୍ତ୍ତମାନ ଦିଦିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଆଜି ଜାମବଣୀ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା ଅନିୟମିତତାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗ୍ରାମର ଅନେକ ମହିଳା ଓ ଅଭିଭାବକ କିଛି ସମୟ ପାଇଁ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *