• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତଦେହ ଠାବ କରାଯାଇଛି । ସେମାନେ ବାପା, ଝିଅ ଏବଂ ନାତି । ତିନିଜଣ ଯାକ ଘରେ ୨ଟି କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩ ଦିନ ହେବ ମୃତ୍ୟୁ ହୋଇ ଯାଇଥିଲାରୁ ମୃତଦେହରୁ ଦୃଗନ୍ଧ ବାହାରୁଛି । ଖବର ପାଇ ସଦରଥାନା ପୋଲିସ ଗ୍ରାମରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମୃତର କାରଣ ଅସ୍ପଷ୍ଟ ରହିଛି । ମୃତ ୩ ଜଣ ବାପା ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ ଦାସ । ଦୁଃଖର କଥା ସେହି ଘରେ ମଧ୍ୟ ୩ଦିନ ହେବ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ଦାସ ରହିଥିଲେ । ପୁଷ୍ପାଞ୍ଜଳୀ ମଧ୍ୟ ମୃତ୍ୟୁର ବିଷୟରେ କୌଣସି ସଠିକ୍ କଥା କହିପାରୁ ନାହାଁନ୍ତି । ମୁଁ ଗ୍ରାମବାସୀଙ୍କୁ ଜଣାଇଛି,ହେଲେ ଗ୍ରାମବାସୀ ମାନେ କେହି ଶୁଣି ନାହାଁନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଗ୍ରାମର କୌଣସି ଅନୁଷ୍ଟାନିକ କାର୍ଯ୍ୟରେ ପରିବାର ଲୋକେ ଯୋଗ ଦେଉ ନ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ । ଏହାକୁ ନେଇ ଏକ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ସଦର iic ଙ୍କୁ ଫୋନ ଯୋଗେ ଆମ ଗଣମାଧ୍ୟମ ଯୋଗାଯୋଗ କରିଥିଲୁ ସେ ଆମକୁ ମତାମତ ଦେଇଥିଲେ ଏକ ud କେଶହୋଇଛି ସେହି କେଶ numbar ଟି ହେଲା 8,9,10/2025

Leave a Reply

Your email address will not be published. Required fields are marked *