ଅନୁଭବ ବର୍ଷା କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚା । ଅନୁଭବ ବର୍ଷା ଯାହାଙ୍କ ଯୋଡିକୁ ଦେଖି ଫ୍ୟାନସ ମାନେ ବେଶ ଖୁସି ହେଉଥିଲେ । ଆଜି ସେଇ ଦୁଇ ଯୋଡି ଙ୍କ ଭିତରେ ଫାଟ ସୃଷ୍ଟି ହେଇଛି ସତ ହେଲେ ଆଜି ବି ଦର୍ଶକ ଚାହି ରହିଛନ୍ତି ଏମାନଙ୍କ ଯୋଡି କୁ ଆଉ ଥରେ ଦେଖିବା ପାଇଁ । କିନ୍ତୁ ଦୁଖ ର ବିଷୟ ନା ସେମାନେ କୁ ଏକାଠି ହେବେ ନା ତାଙ୍କୁ ଆଉ ପୁଣି ଦେଖି ହବ । ଆଉ ସବୁ ଠାରୁ ବଡ କଥା ହେଲା ଏ ଦୁଇ ଜଣ ବର୍ତମାନ ଯେଉଁ ଭଳି ପରସ୍ପର କୁ ଆକ୍ଷେପ କରି ଚାଲିଛନ୍ତି ଯାହା ଦେଖି ଫ୍ୟାନସ ନିରାଶ ହେବ ସହ ଚର୍ଚା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଗତ କିଛି ଦିନ ତଳେ ବର୍ଷ ପ୍ରିୟଦର୍ଶିନୀଙ୍କ ଏକ ଚଳଚିତ୍ର ୱାଇଫ ରିଲିଜ ହେଇଛି । ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଥିବାବେଳେ ଏବେ ଅନୁଭବଙ୍କ Twitt ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି । ହଁ ଦର୍ଶକ ବନ୍ଧୁ ଅନୁଭବ ନିଜ ଟ୍ଵିଟ ସାହାଜ୍ୟ ରେ ବର୍ଷା ଙ୍କୁ ନେଇ ଏମିତି କିଛି କହିଛନ୍ତି ଯେ ଯାହାକୁ ଦେଖି ଲାଗୁଛି ଅନୁଭବ ଏବେ ବି ବର୍ଷା ଙ୍କ ଉପରେ ନଜର ରଖିଛନ୍ତି । ଆଉ ବର୍ଷାକୁ ଏବେ ମଧ୍ୟ ଚାହୁଛନ୍ତି । ସେଥିପାଇଁ ତ ଆଜି ତାଙ୍କ ମୁଭି ଦେଖିବା ପରେ ତାଙ୍କ ପାଇଁ ଟ୍ଵିଟ କରିଛନ୍ତି । ଯେଉଁଥିରେ ଅନୁଭବ ବର୍ଷା ଆଉ ତାଙ୍କ ବିବାହ ବିଛେଦ ସମ୍ପର୍କରେ କହିଛନ୍ତି । ଆଉ ଖାସ କରି ତାଙ୍କ ଚଳଚିତ୍ରରେ ଥିବା ଶୀନ କୁ ନିଜ ସହ ତୁଳନା ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ସେ କହିଛନ୍ତି ଆଜି ଯଦି ଦୁହିଙ୍କ ବିବାହ ବିଛେଦ ହୋଇଛି ତାହାଲେ ଏହା କେବଳ ବର୍ଷା ଙ୍କ ଭୁଲ ପାଇଁ । ଆଉ ସବୁଠାରୁ ବଡ କଥା ହେଲା ସେ ଏହି କଥା ର ଜବାବ ମଧ୍ୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ତେବେ ଏହାର ଜବାବ ସ୍ବରୂପ ବର୍ଷା କଣ ଲେଖୁଛନ୍ତି ତାହା ଦେଖିବା ବାକି ରହିଲା