|| ଭଦ୍ରକ ବ୍ଳକ ଅନ୍ତର୍ଗତ ଲାଙ୍ଗୁଡି ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଏହି ମଣ୍ଡି ଉଦ୍ଘାଟନ ବେଳେ ଲାଙ୍ଗୁଡି ସେବା ସମବାୟ ସମିତି ସଭାପତି ସରୋଜ କୁମାର ନାୟକ ଉପସଭାପତି ରଙ୍ଗା ଧର ପରିଡା ସମ୍ପାଦକ ଭାଗିରଥି ସ୍ବାଇଁ,, ପୂର୍ବତନ ଜିଲ୍ଲା ପରିଷଦ ସମର କୁମାର ନାୟକ , ପୂର୍ବତନ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପରିଡ଼ା, ସମସ୍ତ ବୋର୍ଡ ମେମ୍ବର ଏବଂ ସାହାଡ଼ା ପଞ୍ଚାୟତ ଚାଷୀ ମାନେ ଉପସ୍ଥିତ ଥିଲେ । ଉଦ୍ଘାଟନ ସମୟ ରେ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ଏଫଏକ୍ୟୁ ମାନର ଧାନ କିଣା ଯିବା ନେଇ ଆଲୋଚନା ବେଳେ ନିଷ୍ପଭି ହୋଇଥିଲା । ଆଜିଠାରୁ ଧାନ କିଣା କାର୍ଯ୍ୟ ସୁରୁଖୁରୁରେ ଚାଲିଛି। କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଶ୍ଵରୁପି ବାରିକ, ଉମାଶଙ୍କର ନାୟକ, ରଘୁନାଥ ସାହୁ ଅନତ ପ୍ରସାଦ ନାୟକ.. ||