• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମହିଳା ଇନିସପେକ୍ଟର ଙ୍କ ବେକରୁ ଝାମ୍ପିନେଲେ ଚେନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି ଭଦ୍ରକ ପୋଲିସ ର ଜଣେ ମହିଳା ଇନିସପେକ୍ଟର ମନାଲିଶା କର କଚେରୀ ବଜ଼ାର ନିକଟରେ ପରିବା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ବେକ ରୁ ସୁନା ଚେନ ଝାମ୍ପି ନେଲେ ଦୁଇ ଲୁଟେରା | ଦୁଇ ଲୁଟେରା ଖସିବାକୁ ଉଦ୍ୟମ କରୁଥିବା ବେଳେ ସାଧାରଣ ଲୋକେ ଜଣେ ଲୁଟେରା କୁ କାବୁ କରି ନିର୍ଧୁମ ଛେଚିଲା ପରେ ପୋଲିସ କୁ ଜିମା ଦେଇଛନ୍ତି | ଏହି ଘଟଣା ରେ ଟାଉନ ପୋଲିସ ଧରା ପଡ଼ିଥିବା ଲୁଟେରା କୁ ପଚରା ଉଚୁରା କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି || ସେପଟେ ଆଗାମୀ ଦିନରେ ମହିଳା ଙ୍କ ସୁରକ୍ଷା ପାଇଁ ସହର ରେ ପୋଲିସ ର ପେଟର୍ଲିଂଗ କଢ଼ା କଢି କରା ଜିବ କହିଛନ୍ତି ଅତିରିକ୍ତ ଏସପି .

Leave a Reply

Your email address will not be published. Required fields are marked *