• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମହୁଳୀ ଦଲାଲଙ୍କ କବଜ୍ଜାରେ ମହୁଲ ଫୁଲ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଳାହାଣ୍ଡି ଜିଲ୍ଲାରେ ଦେଶୀ ମଦର ପ୍ରାବଲ୍ୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗାଁ ଠୁଁ ସହର ଯାଏଁ ଦେଶୀ ମଦ ପ୍ୟାକେଟ ଯାହାକୁ ଯେତେ,ହେଲେ ଏହାର ମୂଳ କଞ୍ଚାମାଲ ହେଉଛି ମହୁଲ ଫୁଲ । ଜିଲ୍ଳାର ବିଭନ୍ନ ଅଚଂଲରେ ଏହି ଲଘୁ ବନଜାତ ମହୁଲ ଫୁଲ ବ୍ୟାପକ ପରିମାଣରେ ସଂଗ୍ରହ କରାଯାଏ। ଗ୍ରୀଷ୍ମ ଋତୁରେ ପ୍ରାମ୍ଭରେ ମହୁଲ ଫୁଲ ପଡ଼ିବା ଆରମ୍ୱ ହେଉଥିବାରୁ ସେହି ଅଂଚଳ ଲୋକେ ବହୁ ପରିଶ୍ରମ କରି ଏହାକୁ ଗୋଟାଇଥାନ୍ତି। କିନ୍ତୁ ସେମାନଙ୍କୁ ତାଙ୍କର ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ମିଳି ନ ଥାଏ। ଦଲାଲଙ୍କ ପ୍ରାଦୁର୍ଭାବ ଯୋଗୁଁ ନୀରିହ ଲୋକେ ଏହାକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଲଘୁ ବନଜାତ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ କୁ ନେଇ ସରକାରୀ ସ୍ତରରେ ଉଦାସୀନତା ଯୋଗୁଁ ନୀରିହ ଲୋକେ ଶୋଷଣର ଶିକାର ହେଉଛନ୍ତି। ଏହାକୁ ନେଇ ଗ୍ରାଉଣ୍ଡ ଜିରୋରେ ଆମ ପ୍ରତିନିଧି ଆଲୋଚନ କରିଛନ୍ତି ମହୁଲ ଗୋଟାଉ ଥିଵା ବେଳେ ଆସନ୍ତୁ ଦେଖିବା ପତିକ୍ରିୟା

Leave a Reply

Your email address will not be published. Required fields are marked *