• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିକ୍ଷକ ଫେଡ଼ରେସନର ୮୦ ତମ ପ୍ରତିଷ୍ଠା ଦିବସ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ୮୦ ତମ ପ୍ରତିଷ୍ଠା ଦିବସ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ର ସମସ୍ତ ପ୍ରାଥମିକ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଭଦ୍ରକ ଜିଲ୍ଲା ର ପ୍ରାଥମିକ ଶିକ୍ଷକ ତଥା ସଂଗଠନ ର ସଭାପତି, ଶ୍ରୀ ଯୁକ୍ତ ବିମ୍ବାଧର ସେନିପତି , ଉପସଭାପତି ଶ୍ରୀ ଯୁକ୍ତ ଶ୍ରୀ ଧର ପଣ୍ଡା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଥିଲେ, ଭଦ୍ରକ ଜିଲ୍ଲା ର ସମସ୍ତ ପ୍ରାଥମିକ ଶିକ୍ଷକ ଫେଡରେସନ ର ସଦସ୍ୟ ଉପସ୍ଥିତ ଥିଲେ,। ମୁଖ୍ୟ ଅତିଥି, ଶେଖର ମହାପାତ୍ର ଶିକ୍ଷକ ମାନଙ୍କୁ ସ୍ବାଭିଲବି ପାଇଁ ଆହ୍ବାନ ଦେଇ ଥିଲେ, ଗୋବିନ୍ଦ କୁମାର ରାଉତ ରାଜ୍ୟ ସଂଘ ର ମେମ୍ବର, ସେ କହିଥିଲେ ଶିକ୍ଷକ ମାନେ ଏକତ୍ରିତ ହେବା ଆବଶ୍ୟକ

Leave a Reply

Your email address will not be published. Required fields are marked *