• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିକ୍ଷିତ ହେଲେ ବି ଏମାନେ ମୁର୍ଖ

Spread the love

ତୁମର ଯଦି ଏହି ଗୁଣ ଅଛି, ତେବେ ସମାଜ ତୁମକୁ ମୂର୍ଖ କହିବ। ଚାଣକ୍ୟ ନୀତିରେ ମଣିଷର କିଛି ଏପରି ଗୁଣ ଉଲ୍ଲେଖ କରାଯାଇଛି, ଯାହା ଯଦି ତୁମ ପାଖରେ ଥାଏ, ତେବେ ସମାଜ ତୁମକୁ ମୁର୍ଖ ଭାବରେ ଦେଖେ।ତୁମର ଯଦି ଏହି ଗୁଣ ଅଛି, ତେବେ ସମାଜ ତୁମକୁ ମୂର୍ଖ କହିବ। ଚାଣକ୍ୟ ନୀତିରେ ମଣିଷର କିଛି ଏପରି ଗୁଣ ଉଲ୍ଲେଖ କରାଯାଇଛି, ଯାହା ଯଦି ତୁମ ପାଖରେ ଥାଏ, ତେବେ ସମାଜ ତୁମକୁ ମୁର୍ଖ ଭାବରେ ଦେଖେ।ଚାଣକ୍ୟ ନୀତିରେ ମଣିଷର କିଛି ଏପରି ଗୁଣ ଉଲ୍ଲେଖ କରାଯାଇଛି ଯାହା ଯଦି ତୁମ ପାଖରେ ଥାଏ। ତେବେ ସମାଜ ତୁମକୁ ମୁର୍ଖ ଭାବରେ ଦେଖେ। ଆସନ୍ତୁ ଏହି ଗୁଣ ଗୁଡ଼ିକ ବିଷୟରେ ବିସ୍ତାର ଭାବରେ ଜାଣିବା।ଚଣକ୍ୟ ତାଙ୍କ ସମୟର ସବୁଠାରୁ ଜ୍ଞାନୀ ଏବଂ ବିଦ୍ୱାନ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା। ତାଙ୍କ ଜୀବନ କାଳ ମଧ୍ୟରେ ସେ ମାନବ ଜାତିର କଲ୍ୟାଣ ପାଇଁ ଅନେକ ନୀତି ପ୍ରଣୟନ କରିଥିଲେ। ଏହି ନୀତି ଗୁଡିକ ଚାଣକ୍ୟ ନୀତି ନାମରେ ପରିଚିତ।ମୂର୍ଖ ଲୋକ ମାନେ ନିଜକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଭାବନ୍ତି। ଏହି ଲୋକମାନେ ନିଜକୁ ବିଶ୍ୱରସବୁଠାରୁ ବୁଦ୍ଧିମାନ ଲୋକ ବୋଲି ଭାବନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ଆପଣ ଏହାକୁ ଯଥାଶୀଘ୍ର ସଂଶୋଧନ କରିବା ଉଚିତ।ଚାଣକ୍ୟ ଅନୁସାରେ ମୁର୍ଖ ଲୋକ ମାନେ ପ୍ରତ୍ୟେକ ଜିନିଷ ପାଇଁ ନିଜର ପ୍ରଶଂସା କରି ଚାଲିଥାନ୍ତି। ସେମାନେ ଭାବନ୍ତି ଯେ ସେମାନେ ଏହି ଦୁନିଆରେ ସବୋତ୍ତମ।ଯେଉଁମାନେ ମୁର୍ଖ ସେମାନଙ୍କର ଏହି ଅଭ୍ୟାସ ମଧ୍ୟ ଥାଏ ଯେ ସେମାନେ ସର୍ବଦା ଅନ୍ୟମାନଙ୍କ ପ୍ରତି ଅଭଦ୍ର ଏବଂ ଅସମ୍ମାନ ଜନକ ବ୍ୟବହାର କରନ୍ତି। ଏହି ଲୋକମାନେ ସବୁବେଳେ ଅନ୍ୟମାନଙ୍କୁ ନିଜ ଠାରୁ ନୀଚ ମନେ କରନ୍ତି।

Leave a Reply

Your email address will not be published. Required fields are marked *