• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସିଦ୍ଧେଶ୍ୱର ମନ୍ଦିରର ମହାଶିବରାତ୍ରି

Spread the love

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ ସିଦ୍ଧେଶ୍ୱର ମନ୍ଦିରର ମହାଶିବରାତ୍ରି ବହୁତ୍ ଧୁମ୍ ଧାମ ରେ ପାଳିତ ହୋଇ ଥିଲା। ଏହି ମହା ଶିବରାତ୍ରି ପୂଜା ୨୩/୦୨/୨୫ ରୁ ଆରମ୍ଭ ହୋଇ ୨୫/୦୨/୨୫ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ଏହା ପରେ ଜାଗର ଦିନ ଅର୍ଥାତ୍ ୨୬/୦୨/୨୫ ରେ ଦିନରେ ୩000(ତିନି ହଜାର) ଲୋକଙ୍କ ପାଇଁ ସ୍ବତନ୍ତ୍ର ପଣା ର ଆୟୋଜନ କରା ଯାଇଥିଲା। ତେବେ ଆଖ ପାଖ ଅଂଚଳର ସହସ୍ରାଧିକ ଲୋକ ଏହି ଭକ୍ତି ପୂତ କାର୍ଯ୍ୟକ୍ରମ ରେ ଉପସ୍ଥିତି ରହି କାର୍ଯ୍ୟକ୍ରମ ର ସଂଯୋଜକ ଙ୍କୁ ବହୁ ପ୍ରଂଶସା କରିଥିଲେ।

Leave a Reply

Your email address will not be published. Required fields are marked *