• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

17 ମାର୍ଚ୍ଚରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Spread the love

ଆସିବାକୁ ଯାଉଛି ଭଲ ସମୟ
ଆସନ୍ତାକାଲିଠାରୁ ବଦଳିବ ଏହି ରାଶିର ଭାଗ୍ୟ । ଆସିବ ଭଲ ସମୟ । ମାର୍ଚ୍ଚର ନୂଆ ସପ୍ତାହ କାଲିଠୁ ଆରମ୍ଭ ହେବାକୁ ଯାଉଛି । ଏହି ସପ୍ତାହ 17 ମାର୍ଚ୍ଚରୁ 23 ମାର୍ଚ୍ଚ ଯାଏଁ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ରାଶିମାନଙ୍କର ଏହି ସପ୍ତାହରେ ସବୁକିଛି ଭଲ ହେବ ।

ମେଷ-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସବୁପ୍ରକାର ଆର୍ଥିକ ସହଯୋଗ ମିଳିବ । ପରିବାର ସହିତ ଅଧିକ ସମୟ ବିତାଇବେ । ଧନଲାଭ ସହିତ ସକରାତ୍ମକ ପରିଣାମ ହାସଲ କରିବେ । କୌଣସି ନିଷ୍ପତ୍ତି ନେବା ପାଇଁ ସହଜ ହେବ । ବ୍ୟବସାୟରେ ଲାଭ ହେବ ।

ମିଥୁନ- ଆର୍ଥିକ ଲାଭ ମିଳିବ । ଆଗରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ସ୍ବାସ୍ଥ୍ୟରେ ସୁଧାର ହେବା ସହିତ ମାନସିକ ଶାନ୍ତି ମିଳିବ । ଚାକିରିରେ ପରିବର୍ତ୍ତନ ଲାଭଦାୟକ ହେବ ।ତୁଳା- ଚାକିରିରେ ଲାଭ ମିଳିବ । ଲଭଲାଇଫ ଭଲ ହେବ । ସ୍ବାସ୍ଥ୍ୟ ଭଲ ରହିବ । ଚାକିରିରେ ପ୍ରମୋସନ ମିଳିବ । କୌଣସି ଘର, ଜମି କିଣିପାରନ୍ତି ।

ବିଛା- ଏହି ସପ୍ତାହ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ରହିବ । ସୁଖ ମିଳିବ । ବ୍ୟାପାର ଭଲ ରହିବ ।

ମୀନ- କ୍ୟାରିୟରରେ ଆଗକୁ ବଢିବ । ସେୟାର ମାର୍କେଟରେ ନିବେଶ ପାଇଁ ଭଲ ସମୟ ରହିବ । ଧନ, ଜନ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *