• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦୁଇଦିବାସୀୟ ଫୁଟବଲ ମହାସମର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ଜିଲ୍ଲା,ବାରଙ୍ଗ ବ୍ଲକ ଅନ୍ତର୍ଗତ ଉତ୍ତାମପୁର ମିଲନ କ୍ଳବ କୁରାଙ୍ଗ ତରଫରୁ ଏକ ଦୁଇବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ଏହି ମ୍ୟାଚ୍ୟ ରେ 16 ଗୋଟି ଦଳ ଅଂଶଗ୍ରହଣ କରିଥିଲେ, ସବୁ ଦଳ ର ଖେଳାଳୀ ଭଲ ପ୍ରଦର୍ଶନ କରିଥିଲେ,ଫାଇନାଲ ମ୍ୟାଚ୍ୟ ଆୟୁବ କ୍ଳବ,କୁରାଙ୍ଗ ଏବଂ କଟକ ଗଣ୍ଡରପୁର ଟିମ ସହିତ ଅନୁଷ୍ଠିତ ହୋଇଥିଲା,ଏହି ମ୍ୟାଚ୍ୟ ରେ ଆୟୁବ କ୍ଳବ ତାର ଚିତାକର୍ଷକ ଖେଳ ମାଧ୍ୟମରେ ଗଣ୍ଡରପୁର ଟିମକୁ ହରାଇ ଚଳିତ ବର୍ଷ ର ଶ୍ରେଷ୍ଠ ଦଳ ଘୋଷଣା ହୋଇଥିଲା,ବିଜେତା ଟିମକୁ ନଗଦ ଅର୍ଥ ରାଶି 15,000 ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଏବଂ ଉପବିଜେତା ଟିମକୁ ନଗଦ ଅର୍ଥ ରାଶି 10,000 ଓ ଟ୍ରଫି ପ୍ରଦାନ କରାଯାଇଥିଲା,ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଥିଲେ ଶ୍ରୀଯୁକ୍ତ ଗିରୀଶ ପଟାଟାଟିଆ ଏବଂ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ,ସନ୍ନମାନିତ୍ତ୍ୱ ଅତିଥି ଥିଲେ ମାନ୍ୟବର ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପାତ୍ର,କୁରାଙ୍ଗଶାସନ ସରପଞ୍ଚ ଶ୍ରୀମତୀ ରୋହିଣୀ ଭୋଇ,ସମିତି ସଭ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ଜେନା,ଶ୍ରୀମତୀ ନଳିନୀପ୍ରଭା ପାତ୍ର, ଏବଂ ସମାଜସେବୀ ବିଜୟ କୁମାର ସାହୁ ଓ ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ, ଏହି ଦୁଇ ଦିନର ଖେଳକୁ ମିଲନ କ୍ଳବ ର ସଭାପତି ସିରାଜଉଦ୍ଦିନ, ସେକ୍ରେଟେରୀ କୌଶର ମହମଦ ଏବଂ KCR ଅମଜଦ ମହମଦ ପ୍ରମୁଖ କ୍ଳବ ର ସମସ୍ତ କାଯ୍ୟକର୍ତା ସାହାଯ୍ୟ ସହଯୋଗ କରିଥିଲେ,

Leave a Reply

Your email address will not be published. Required fields are marked *