ଭୁବନେଶ୍ୱର ଗିତ ଗୋବିନ୍ଦ ସଦନରେ ରେନଵୋ ଡିଜିଟାଲ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରେନଵୋ ଡିଜିଟାଲ ର ମୁଖ୍ୟ ସଂପାଦିକା ବର୍ଷା ଦାସ, ମୁଖ୍ୟ ଅତିଥି ପ୍ରଭାତ କୁମାର ତ୍ରିପାଠୀ , ମୁଖ୍ୟ ବକ୍ତା କେଦାର ମିଶ୍ର, ଇରାନି ରଏ, ନିଶିକାନ୍ତ ମହାପାତ୍ର ଏବଂ ଯଗନାଶିଷ ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ଏହି ଅବସରରେ ରେନବୋ ଡିଜିଟାଲ ତରଫରୁ ସମାଜ ସେବା ଖେତ୍ର ରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ର ବିଭିନ୍ନ ଜିଲ୍ଲାର ପ୍ରାୟ ୧୫ ଟି ସାମାଜିକ ସଂଗଠନ କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ସାମ୍ବାଦିକତା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିଵା କିଛି ସାମ୍ବାଦିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।