• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜଣେ ଭିର୍ଣ୍ଣକ୍ଷମ ହେଇ ମଧ୍ୟ୍ୟ ଅନ୍ୟ ଭିର୍ଣ୍ଣକ୍ଷମ ଲୋକଙ୍କୁ ଠକୁ ଥିଲା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଗତ ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ କାକରୁଦ୍ରପୁର ଅଞ୍ଚଳ ର ବାବନ ସାହୁ, ନିଜେ ଜଣେ ଭିର୍ଣ୍ଣକ୍ଷମ ହେଇ ମଧ୍ୟ୍ୟ ଅନ୍ୟ ଭିର୍ଣ୍ଣକ୍ଷମ ଲୋକଙ୍କୁ ଠକୁ ଥିଲା,ନିଜକୁ ବ୍ଲକ ର ଜଣେ ଅଫିସର ବୋଲି ଭାବୁଥଲା,ସୂଚନା ମୁତାବକ ସେହି ବେକ୍ତି ଜଣକ 2-3 ଟି ବ୍ଲକ ରୁ କିଭଳି ଭାବରେ ଭିର୍ଣ୍ଣକ୍ଷମ ବେକ୍ତି ଙ୍କ ନାମ ସୂଚନା ଯୋଗାଡ଼ କରୁଥିଲା ତାହା ସମସ୍ତଙ୍କୁ ଚିନ୍ତାରବିଷୟ କରିଥିଲା,ଲୋକଙ୍କ ଘରେ ପହଂଚି ସେମାନଙ୍କୁ ସରକାର ଙ୍କ ତରଫରୁ ତମକୁ ମୋଟା ଅର୍ଥ ର ଭତ୍ତା କରିଦେବା ନାଁରେ ଭିର୍ଣ୍ଣକ୍ଷମ ଲୋକମାନଙ୍କୁ ଲୋଭ ଦେଖାଇ ସେମାନଙ୍କ ଠାରୁ ଅର୍ଥ ସହିତ ସେମାନଙ୍କ କାଗଜପତ୍ର ନେଇ ଆଉ ଧରାଦଉନଥିଲା,ସବୁବେଳେ ତ ପୁଷ ମାସ ନଥାଏ,,ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ପଂଚାୟତ ରେ ଆଜି ଲୋକଙ୍କ ହାତରେ ଧରାପଡି ବିରୋଧ ର ସମୁଖୀନ ହେବାକୁ ପଡିଲା,କିଛି ସମୟ ମଧ୍ୟରେ ସବୁ ଲୋକଆସି ପହଂଚିଗଲେ ଯେଉଁମାନଙ୍କ ଠାରୁ ପଇସା ନେଇଥିଲା ଏବଂ ତା ଗାଡି ରୁ ସମସ୍ତ ଙ୍କ କାଗଜପତ୍ର ବାହାରିଛି,ଶେଷରେ ତା ଘର ଲୋକ ଙ୍କୁ ଡାକିବା ପରେ ସଦର ଥାନା ଅଧିକାରୀ ପହଂଚି ସେ ଲୋକ କୁ ଥାନା କୁ ନେଇଯାଇଥିଲେ.

Leave a Reply

Your email address will not be published. Required fields are marked *