• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗେରୁଆ ପିନ୍ଧି ଡମ୍ବରୁ ଧରିଲେ ରାଣୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":2,"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଏକଥା ଆମର ନୁହେଁ ଏ କଥା ହେଉଛି ଯାତ୍ରା ଜଗତର ଆଉ ଜଣେ କଳାକାରଙ୍କର । ଯାହାଙ୍କ ନାଁରେ ଏବେ କଳଙ୍କ ଲାଗିଛି , ସେ ଆଉ କିଏ ନୁହନ୍ତି ସେ ହେଉଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପ୍ରିୟଦର୍ଶୀନୀ । ଅଶ୍ଳୀଳ ନୃତ୍ୟକୁ ନେଇ ବାଦ ବିବାଦ ଚାଲିଥିବା ବେଳେ ଏବେ ଖଣ୍ଡଗିରିକୁ ତିନି ଅଭିନେତ୍ରୀଙ୍କୁ ମନା କରା ଯାଇଛି । ଏହାରି ମଧ୍ୟରେ ଆସିଛି ରାନୀ ପ୍ରିୟଦର୍ଶୀନୀଙ୍କ ନାଁ । କୁଆଡେ ସେ ଅଶ୍ଳୀଳ ନୃତ୍ୟ କରୁଥିବାରୁ ତାଙ୍କୁ ଖଣ୍ଡଗିରି ଯାତ୍ରାକୁ ଯିବାକୁ ମନା କରାଯାଇଛି । ଆଉ ଯେଉଁଥି ପାଇଁ ଏବେ ସାଧାରଣ ରେ ଚର୍ଚ୍ଚା ଲାଗି ରହିଛି । ଅନ୍ୟ ପଟେ ଏହା ଦେଖି ରାନୀ ଭିଷଣ ରାଗିବା ସହ ଗେରୁଆ ପିନ୍ଧି ସାମ୍ନାକୁ ଆସିଛନ୍ତି । ଯେଉଁଥିରେ ସେ ଡମ୍ବରୁ ଧରି ନାଚୁଥିବାର ଦେଖା ଯାଉଛି । ଖାଲି ଏତିକି ନୁହେଁ ସେ ଜଣେ ଅଘୋରୀ ବାବାଙ୍କ ଠାରୁ ରୁଦ୍ରାକ୍ଷ ଦ୍ୱାରା ଆଶିର୍ବାଦ ମଧ୍ୟ ଆଣୁଛନ୍ତି । ଆଉ କହିଛନ୍ତି କି ସେ ଅଲବତ ଖଣ୍ଡଗିରି ଯିବେ କିଏ କଣ କରିବେ ଦେଖିବେ । ତେବେ ଦେଖିବାକୁ ବାକି ରହିଲା ସତରେ ରାନୀ ଖଣ୍ଡଗିରି ଯିବେ କି ନାହିଁ ।

Leave a Reply

Your email address will not be published. Required fields are marked *