• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାତ୍ର ୪୦ ଟଙ୍କା ରଖିଲେ ୨ ଲକ୍ଷର ଲାଭ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଏବେ ଆଉ ଟଙ୍କା ପାଇଁ କରିବାକୁ ହେବ ନାହିଁ ଚିନ୍ତା
ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଅନେକ ଯୋଜନା ରହିଛି । କିନ୍ତୁ ଅନେକ ଏହାକୁ ନେଇ ଅବଗତ ନଥିବାରୁ ଏହାର ଲାଭ ଉଠାଇ ପାରୁନାହାନ୍ତି । ସାଧାରଣ ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବାକୁ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କ ଧ୍ୟାନ ରଖିଛନ୍ତି ସରକାର । ତେବେ କଣ ଏହି ଯୋଜନା ଓ ଏହାଦ୍ୱାରା କିଭଳି ପରିବାର ସଦସ୍ୟ ଲାଭାନ୍ବିତ ହୋଇ ପାରିବେ ତାହା ଜାଣିବା ଜରୁରୀ । ସାଧାରଣ ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବାକୁ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କ ଧ୍ୟାନ ରଖିଛନ୍ତି ସରକାର । ତେବେ କଣ ଏହି ଯୋଜନା ଓ ଏହାଦ୍ୱାରା କିଭଳି ପରିବାର ସଦସ୍ୟ ଲାଭାନ୍ବିତ ହୋଇ ପାରିବେ ତାହା ଜାଣିବା ଜରୁରୀ ।ଏହି ଯୋଜନାରେ ପରିବାର ସଦସ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପାଇ ପାରିବେ । ଏହି ଯୋଜନାରେ ସାମିଲ ହେବାକୁ ଜଣେ ବ୍ୟକ୍ତିଙ୍କ ବୟସ ୧୮ରୁ ୫୦ ବର୍ଷ ହେବା ଆବଶ୍ୟକ । ଏଭଳି ବୟସ ବର୍ଗର ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ପାରିବେ ।ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ମାସିକ ୪୩୬ ଟଙ୍କା ପ୍ରିମିୟମ ଦେବାକୁ ହେବ । ଯାହାଫଳରେ ପରବର୍ତ୍ତୀ ସମୟରେ ପରିବାର୍ଗଙ୍କୁ ଲାଭ ମିଳିଥାଏ । ଯଦି ପଲିସି ଅବଧି ଶେଷ ହେବା ପର୍ଯ୍ୟନ୍ତ ବୀମାଧାରୀ ସୁରକ୍ଷିତ ଥାଆନ୍ତି, ତେବେ କୌଣସି ଲାଭ ମିଳିବ ନାହିଁ ।ଏହି ଯୋଜନାରେ ମାସିକ ୪୩୬ ଟଙ୍କା ଦେବାକୁ ହେବ । ଏହାର ଅର୍ଥ ଦିନକୁ ୪୦ ଟଙ୍କାରୁ ବି କମ୍‌ ଦେବାକୁ ପଡ଼େ । ପ୍ରତି ମାସର ୨୫ରୁ ୩୦ ତାରିଖ ମଧ୍ୟରେ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିବ ।ବୀମାଧାରୀଙ୍କ ମୃତ୍ୟୁ ପରେ ବ୍ୟକ୍ତିଙ୍କ ନାମାଙ୍କିତ ଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀରେ ମୃତ୍ୟୁର ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । ଡିସ୍‌ଚାର୍ଜ୍‌ ରସିଦ ସହ ଅନ୍ୟ ଜରୁରୀ ଦସ୍ତାବିଜ୍‌ ବି ଦାଖଲ କରିବାକୁ ହେବ । ମୃତ୍ୟୁର ୩୦ ଦିନ ମଧ୍ୟରେ ସମସ୍ତ ଦସ୍ତାବିଜ୍‌ ଦାଖଲ କରି ଟଙ୍କା ଦାବି କରି ପାରିବେ ବ୍ୟକ୍ତିବିଶେ ।ଏହି ଯୋଜନା LIC ସହ ଅନ୍ୟ ଘରୋଇ ବୀମା କମ୍ପାନୀରେ ଜଣେ ବ୍ୟକ୍ତି ପଞ୍ଜୀକରଣ କରି ପାରିବେ । ଜଣେ ବ୍ୟକ୍ତି ଯେକୌଣସି ବ୍ୟାଙ୍କ୍‌କୁ ଯାଇ ଏହି ଯୋଜନା ବାବଦରେ ଅଧିକ ସୂଚନା ପାଇ ପାରିବେ

Leave a Reply

Your email address will not be published. Required fields are marked *