• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପାଗ ପରିବର୍ତ୍ତନ ହେଉଥିବା ବେଳେ ଏବେ ଥଣ୍ଡା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ପାଗ ପରିବର୍ତ୍ତନ ହେଉଥିବା ବେଳେ ଏବେ ଥଣ୍ଡା ଯାଉ ଯାଉ ରାଜ୍ୟରେ ଉଷ୍ମ ବାୟୁ ପ୍ରବେଶ କରୁଥିଲା । ହେଲେ ହଠାତ ବଦଳିଛି ପାଗ । ହଁ ଦର୍ଶକ ବନ୍ଧୁ ରାଜ୍ୟରେ ଜାରି ହେଲା ବର୍ଷା ଆଲର୍ଟ। ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଏହି ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ମତ ପ୍ରକାଶ କରିଛନ୍ତି ପାଣି ପାଗ ବିଜ୍ଞାନୀ । ଆସନ୍ତା ୧୯ ତାରିଖରେ ୧୦ ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷାନେଇ ଆଲର୍ଟ କରାଯାଇଛି।ସେଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ହାଲୁକା ବର୍ଷା ହେବ। ତେବେ ଯାହା ଫଳ ରେ ରାଜ୍ୟର କିଛି ସ୍ଥାନ ରେ ପାଗ ଥଣ୍ଡା ରହିବ ବୋଲି ଅନୁମାନ କରା ଯାଉଚି ।

Leave a Reply

Your email address will not be published. Required fields are marked *