ଆଉ ବିନା ପଇସା ରେ ପାଇବେ ପ୍ରିମିୟମ ଫିଚର୍
ଅନେକ ଲୋକଙ୍କ ରୋଜଗାରର ପନ୍ଥା ସାଜିଛି ୟୁଟ୍ୟୁବ୍। ଆଜିର ଡିଜିଟାଲ୍ ଯୁଗରେ ୟୁଟ୍ୟୁବ୍ ମନୋରଞ୍ଜନ ସହ ଶିକ୍ଷା ଏବଂ ବିଭିନ୍ନ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି। ଅନେକ ସମୟରେ ଆମେ କୁଆଡ଼େ ଯିବାକୁ ବାହାରିଲା ବେଳେ ଡାଟାର ଅଭାବ କିମ୍ବା ଖରାପ ନେଟୱାର୍କ ଯୋଗୁଁ ଭିଡିଓ ଷ୍ଟ୍ରିମ୍ କରିପାରୁନାହୁଁ। ଯଦି ଆପଣଙ୍କର ଇଣ୍ଟରନେଟ୍ ସୁବିଧା ନାହିଁ ଏବଂ ଆପଣ ୟୁଟ୍ୟୁବ୍ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଏପରି ପରିସ୍ଥିତିରେ, ବିନା ଇଣ୍ଟରନେଟରେ ୟୁଟ୍ୟୁବ୍ ଭିଡିଓ କିପରି ଦେଖିହେବ ଜାଣିରଖନ୍ତୁ…
ତେବେ ଦର୍ଶକ ବନ୍ଧୁ ଆପଣ ୟୁଟ୍ୟୁବର “ଅଫଲାଇନ୍ ସେଭ୍”ର ଫିକ୍ଚର୍ ବ୍ୟବହାର କରିପାରିବେ। ୟୁଟ୍ୟୁବ୍ ଏହାର ଅଫିସିଆଲ୍ ଆପ୍ ମଧ୍ୟରେ ଭିଡିଓ ଡାଉନଲୋଡ୍ କରିବାର ବିକଳ୍ପ ଦେଇଛି, ଯାହା ଦ୍ଵାରା ଆପଣ ପରେ ବିନା ଇଣ୍ଟରନେଟରେ ବି ଭିଡିଓଗୁଡ଼ିକୁ ଦେଖିପାରିବେ।ୟୁଟ୍ୟୁବର “ଅଫଲାଇନ୍ ସେଭ୍”ର ଫିକ୍ଚର୍ ବ୍ୟବହାର କରିପାରିବେ। ୟୁଟ୍ୟୁବ୍ ଏହାର ଅଫିସିଆଲ୍ ଆପ୍ ମଧ୍ୟରେ ଭିଡିଓ ଡାଉନଲୋଡ୍ କରିବାର ବିକଳ୍ପ ଦେଇଛି, ଯାହା ଦ୍ଵାରା ଆପଣ ପରେ ବିନା ଇଣ୍ଟରନେଟରେ ବି ଭିଡିଓଗୁଡ଼ିକୁ ଦେଖିପାରିବେ। ଏହାକୁ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ୟୁଟ୍ୟୁବ୍ ଆପ୍ ଖୋଲିବାକୁ ପଡ଼ିବ ଏବଂ ଆପଣ ଯେଉଁ ଭିଡିଓ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ସେହି ଭିଡିଓ ଖୋଜିବାକୁ ପଡ଼ିବ। ତା’ପରେ ଭିଡିଓ ତଳେ ଥିବା ଡାଉନଲୋଡ୍ ବଟନ୍ ଉପରେ ଟ୍ରାପ୍ କରନ୍ତୁ। ଭିଡିଓର କ୍ଲାରିଟି ବାଛିବା ପରେ ଡାଉନଲୋଡ୍ ଉପରେ କ୍ଲିକ୍ କରନ୍ତୁ। ଡାଉନଲୋଡ୍ ସମ୍ପୂର୍ଣ୍ଣ ହେବାପରେ, ଭିଡିଓଟି ‘ଲାଇବ୍ରେରି’ର ଡାଉନଲୋଡ୍ ବିଭାଗରେ ଉପଲବ୍ଧ ହେବ। ଏହାକୁ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ୟୁଟ୍ୟୁବ୍ ଆପ୍ ଖୋଲିବାକୁ ପଡ଼ିବ ଏବଂ ଆପଣ ଯେଉଁ ଭିଡିଓ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ସେହି ଭିଡିଓ ଖୋଜିବାକୁ ପଡ଼ିବ। ତା’ପରେ ଭିଡିଓ ତଳେ ଥିବା ଡାଉନଲୋଡ୍ ବଟନ୍ ଉପରେ ଟ୍ରାପ୍ କରନ୍ତୁ। ଭିଡିଓର କ୍ଲାରିଟି ବାଛିବା ପରେ ଡାଉନଲୋଡ୍ ଉପରେ କ୍ଲିକ୍ କରନ୍ତୁ। ଡାଉନଲୋଡ୍ ସମ୍ପୂର୍ଣ୍ଣ ହେବାପରେ, ଭିଡିଓଟି ‘ଲାଇବ୍ରେରି’ର ଡାଉନଲୋଡ୍ ବିଭାଗରେ ଉପଲବ୍ଧ ହେବ।
ଏହାବ୍ୟତୀତ, ଆପଣ ୟୁଟ୍ୟୁବ୍ ପ୍ରିମିୟମର ସୁବିଧା ପାଇପାରିବେ ଯାହା ଏକ ଦେୟଯୁକ୍ତ ସବସ୍କ୍ରିପସନ୍ ସେବା, ଯାହା ଆପଣଙ୍କୁ ବିଜ୍ଞାପନ-ମୁକ୍ତ ଭିଡିଓ ଷ୍ଟ୍ରିମିଂ ଏବଂ ଅଫଲାଇନ୍ ଡାଉନଲୋଡ୍ କରିବାର ବିକଳ୍ପ ପ୍ରଦାନ କରେ। ପ୍ରିମିୟମ୍ ଉପଭୋକ୍ତାମାନେ ଭଲ କ୍ଲାରିଟି ସହିତ ଭିଡିଓ ଡାଉନଲୋଡ୍ କରିପାରିବେ।