ଅନ୍ନ ପାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଷ୍ଟମ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ସମ୍ପାଦକ ଶ୍ରୀ ଯୁକ୍ତ ଞାନ ପ୍ରସାଦ ବାରିକ୍ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା,, ଇଂ ଅଭୟ ସୁତାର ସଭାପତି,ମନୋଜ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଦୀପ ପ୍ରଜ୍ବଳନ କରି ସଭା ଅନୁଷ୍ଠିତ ହୋଇଥିଲା ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମଞୁ ଲତା ସାହୁ, ପିଲା ମାନଙ୍କୁ ମାର୍ଗ ଦର୍ଶନ ଦେଇ ଥିଲେ ସେ କହିଥିଲେ ପିଲା ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ବାନ ଦେଇ ଥିଲେ ମୁଖ୍ୟ ଅତିଥି ସୁବାସ ଚନ୍ଦ୍ର ନାୟକ ପିଲା ମାନଙ୍କୁ ବେଦ , ରାମାୟଣ ବିଷୟରେ ଆଲୋକପାତ କରିଥିଲେ,। ମୁଖ୍ୟ ବକ୍ତା ବିଜ୍ଞାନ ବିଷୟରେ ଆଲୋକପାତ କରିଥିଲେ, ସମସ୍ତ କୃତୀ ପ୍ରତିଯୋଗୀ ଓ ବିଦ୍ୟାଳୟ ଶୈଙ୍କ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା କ୍ରୀଡା ଶିକ୍ଷକ ଦ୍ବାରା ପରିଚାଳିତ ବିଭିନ୍ନ ବିଭାଗରେ ୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ମଞୁ ଲତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।