ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ସମ୍ଭାଳି ପାରୁନାହାନ୍ତି, ସ୍ୱାସ୍ଥ୍ୟ ବିଭାଗ
ଓଡିଶା ସାରା ସ୍ୱାସ୍ଥ୍ୟ ବିଭାଗ ରେ ହା ହା କାର
ଏବେ ଓଡିଶା ରେ ଭୁଶୁଡିପଡ଼ିଲାଣି ସ୍ୱାସ୍ଥ୍ୟ ବିଭାଗ ଏବେ ରାଜ୍ୟରେ kit ମେଡିକାଲ କଲେଜେ ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ କର୍ମଚାରୀ ଙ୍କ ଦବଙ୍ଗ ଗିରି ର ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ସାମ୍ନାକୁ ଆସିଛି କଟକ ବଡ଼ ମେଡିକାଲ ରେ ଶିଶୁ ଚାଲାଣ ଅଭିଯୋଗ,ସୂଚନା ଅନୁସାରେ ଗତ କାଲି scb ରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ମାଆ ଜଣକ ବେହୋସ ଥିବା ବେଳେ ଶିଶୁ କନ୍ୟାର ଫଟୋକୁ ହସ୍ପିଟାଲ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଦେଖାଇଥିଲେ । ହେଲେ କିଛି ସମୟ ପରେ ଶିଶୁ କନ୍ୟା ର ମୃତ୍ୟୁ ହୋଇ ଯାଇଛି କହିଥିବା ବେଳେ ଏକ ବସ୍ତା ରେ ଶିଶୁ କୁ ଭରି ଦେଇଥିଲେ । ହେଲେ ବଡ କଥା ହେଉଛି , ଯେତେବେଳେ ଶବ ଦାହ ପାଇଁ ଶିଶୁ କନ୍ୟାକୁ ନିଆ ଯାଇଥିଲା ସେତେବେଳେ ଫଟୋ ରେ ଥିବା ଶିଶୁ କନ୍ୟା ଆଉ ବସ୍ତା ରେ ଥିବା ଶିଶୁ କନ୍ୟା ସମାନ ନୁହେଁ ବୋଲି ଜଣାପଡିଥିଲା । ତତକ୍ଷଣାତ୍ ପରିବାର ଲୋକେ ହସ୍ପିଟାଲ୍ କତୃପକ୍ଷଙ୍କୁ ପ୍ରଶ୍ନ କରିବାରୁ ସେମାନେ ଶବ ଦେଖାଇବାକୁ କହିଥିଲେ । କିନ୍ତୁ ତାଯୁବ କଥା ହେଉଛି ସେଥିରେ ଶିଶୁ ନ ଥାଇ ଭରା ଯାଇଥିଲା ବାଲି । କୁଆଡୁ ଆସିଲା ବାଲି ତାକୁ ନେଇ ଏବେ ପ୍ରଶ୍ନ ଉଠୁଥିବା କଟକ ବଡ଼ ମେଡିକାଲ ରେ ଶିଶୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି,ହେଲେ ମଙ୍ଗଳା ବାଗ ଥାନାରେ ଲିଖିତ ଅଭିଯୋଗ ହେବା ପରେ ବି ହାତ ଉପରେ ହାତ ଦେଇ ବସିଛି ମଙ୍ଗଳା ବାଦ ପୋଲିସ ସେଇ ଭଳି ଦୁଇ ଦିନ ତଳେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ବୈଦେହି ବେହେରା ନାମକ ଜଣେ ମହିଳା ଙ୍କୁ ଗତ କାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଲେବର ଇନ୍ ଚାର୍ଜ ଗୀତା ସ୍ୱାଇଁ ସିକ୍ୟୁରିଟ ଗାର୍ଡ ଏବଂ ସଫେଇ କର୍ମଚାରୀ ଙ୍କ ସାମ୍ନାରେ ବାଳଚୁଟି ଧରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଅନ୍ୟ ସିକୁରିଟ ଗାର୍ଡ ଓ atendat କର୍ମଚାରୀଙ୍କୁ ମଧ୍ଯ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଛନ୍ତି । ଚାକିରି ଚାଲିଯିବା ଭୟରେ କେହି କିଛି କୁହନ୍ତି ନାହିଁ। ଯାହା ଫଳରେ ଦିନକୁ ଦିନ ଗୀତା ସ୍ୱାଇଁଙ୍କ ଦବଙ୍ଗ ଗିରି ବଢିଯିବା ଶହ କର୍ମଚାରୀ ମାନେ ଅସନ୍ତୋଷ ରହୁଥିଲେ। ଏନେଇ ବୈଦେହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜରଙ୍କୁ ଘଟଣାର ତଦନ୍ତ କରି ଉଚିତ୍ ନ୍ୟାୟ ଦେବାକୁ ଅଭିଯୋଗ କରିଥିଲେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ର ଅପରାଗତା ପାଇଁ ଏବେ ଭୁଶୁଡିବାରେ ଲାଗିଲାଣି ସ୍ୱାସ୍ଥ୍ୟ ସେବା ସହ ସ୍ୱାସ୍ଥ୍ୟ ବିଭାଗ ତେବେ ସବୁଠୁ ବଡ ପ୍ରଶ୍ନ
ଏଥି ପ୍ରତି ଦୃଟି ଦେଇ ସ୍ୱାସ୍ଥ୍ୟ ବ୍ୟବସ୍ତା କୁ ସୁଧାରି ପରିବତ,ରାଜ୍ୟ ସାରାକରକଟକ scb ଓ ଅନଗୁଳ ମୁଖ୍ୟ ଚିକତ୍ସାଳୟ ର ତଦନ୍ତ ହୋଇ ହବ ତ କାର୍ଯ୍ୟାନୁଷ୍ଠାନନା ବଡ଼ବାଡିଅଙ୍କ ଚାପରେ ଚାପି ହୋଇଯିବ ମହନ ସରକାର.