• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

2005 ମସିହା ବ୍ୟାଚ ର ବନ୍ଧୁମିଳନ

Spread the love

କଟକ ଜିଲ୍ଲା,ବାରଙ୍ଗ ବ୍ଲକ ର ସହୀଦ ସ୍ମୁତି ନୋଡାଲ ବିଦ୍ୟାପୀଠ,ବିସିପଦା ର 2005 ମସିହା ବ୍ୟାଚ ର ବୋରିକ ପୀଠ,କୋରକରା ଠାରେ ଏକ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ସେତେବେଳେ ଶିକ୍ଷା ଓ ଶିକ୍ଷକ ବିଷୟରେ ଆଲୋଚନା କରିବା ସହିତ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା,ନିଜ ନିଜ ଭିତରେ ଥିବା ସେହି ପିଲାଦିନର ସ୍ମୁତି କୁ ସାଉଁଟି ଥିଲେ,ପୁଣି କିଏ କେତେବେଳେ କେଉଁ ସାର ଙ୍କ ଠାରୁ ମାଡ ଖାଇବା, ବିଦ୍ୟାଳୟ କୁ ନ ଆସି ବାଟରେ ବ୍ୟାଗ କୁ ଥୋଇ ପାଣିରେ ବୁଡିବା ଓ ସାର ଙ୍କ ବେତ ଛାଟ ଆଜି ବି ମନେପଡେ ବୋଲି ଆଲୋଚନା ହୋଇଥିଲା,ତେବେ ଯାହା ହଉ ବେସ୍ତବହୁଳ ଜୀବନ ଭିତରୁ ବାହାରି ସମସ୍ତେ ଏକାଠି ହୋଇଥିଲେ,ତଥାପି ବି ମନରେ ଦମ୍ଭ ରହିଛି ଆର ବର୍ଷ କୁ ପୁଣି ଏହି ବନ୍ଧୁ ମିଳନ କାଯ୍ୟକ୍ରମ କୁ ବଡ଼ ଧୂମଧାମ ରେ ପାଳନ କରିବେ ବୋଲି ମତ ଦେଇଥିଲେ,ବିଦ୍ୟାଳୟ ର ଦିବଂଗତ ଛାତ୍ର ସତ୍ୟ ରଞ୍ଜନ ବିଶ୍ୱାଳ ଓ ରାଜେନ୍ଦ୍ର ତରାଇ ଙ୍କ ସ୍ମୁତି ଉଦଶ୍ୟ ରେ ଦୁଇ ମିନିଟ ସମୂହ ନୀରବ ପ୍ରାଥନା କରାଯାଇଥିଲା,ସମସ୍ତେ ସାଙ୍ଗ ମାନେ ଭୋଜି ଖାଇ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଉଥିବା ସରସ୍ବତୀ ପୂଜା ଓ ଗଣେଶ ପୂଜା ଭୋଜି କଥା ମନେ ପକାଇଥିଲେ,ଏହି କାଯ୍ୟକ୍ରମ ରେ ଝରଣା ଦାଶ,ପ୍ରିୟତମା ସାହୁ,ମାନସୀ ମଲ୍ଲିକ,ସସ୍ମିତା ମଲ୍ଲିକ,ଚୁୟୀନୀ,ଚିନାଲି ମହାନ୍ତି,ରଶ୍ମିତା ଦାଶ,ଅମୀୟ ବିଶ୍ୱାଳ,ତନ୍ମୟ ବିଶ୍ୱାଳ,ବାଦଲ ମଲ୍ଲିକ,ରବୀନ୍ଦ୍ର ମଲ୍ଲିକ,ସମ୍ବିତ ମହାନ୍ତି,ପ୍ରକାଶ କୁମାର ଭୋଇ,ଲେଲିନ ସ୍ୱାଇଁ,ଜିତେନ୍ଦ୍ର ମହାନ୍ତି,କମଳାକାନ୍ତ ଭୋଇ,ସୁଜିତ ନାୟକ,ଜୟଦେବ ମଲ୍ଲିକ,ଗୌତମ ବେହେରା,କାଶୀନାଥ ଭୋଇ,ବିଗ୍ନେଶ୍ୱର ଭୋଇ,ଦୀପକ ମଲ୍ଲିକ,ପଞ୍ଚାନନ ମଲ୍ଲିକ,ସୁଜିତ ସ୍ୱାଇଁ ପ୍ରମୁଖ 50 ରୁ ଉର୍ଦ୍ଧ ସାଙ୍ଗ ମାନେ ଯୋଗଦେଇଥିଲେ.

Leave a Reply

Your email address will not be published. Required fields are marked *