• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମହାଦେବ ଙ୍କ ଏକାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

Spread the love

ଶ୍ରୀ ଶ୍ରୀ କନକେଶ୍ୱର ମହାଦେବ ମନ୍ଦିର,22 ମୌଜା ମଙ୍ଗୁଲି,ରଘୁନାଥପୁର ଠାରେ ଏକାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ପଞ୍ଚଦଶ ବାର୍ଷିକ ଅଷ୍ଟମ ପ୍ରହର ନାମଯଜ୍ଞ ଦୀର୍ଘ 4 ଦିନ ଧରି ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି,ସକାଳୁ ମାନସିକଧାରୀ ମହିଳାମାନେ ନଦୀ ରୁ ପାଣି ଉଠାଇ ବିରାଟ କଳସ ଶୋଭାଯାତ୍ରା ରେ ଆସି ପଟସ୍ଥାପନା କରିସାରିବା ପରେ ପୂଜା କାଯ୍ୟ ଆରମ୍ଭ ହୋଇଥିଲା,ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ କାଯ୍ୟକ୍ରମ ରେ ଯୋଗଦେଇ ନିଜକୁ ଉତ୍ସଗ୍ରୀକୃତ କରିଥିଲେ,ଚାରି ଦିନ ଧରି କନକେଶ୍ୱର ମହାଦେବ ଙ୍କ ବିଭିନ୍ନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ବୁଧବାର ଦିନ ପୂର୍ଣ୍ଣାହୁତି ରେ ପାଖାପାଖି ପାଞ୍ଚହଜାରୁ ଉର୍ଦ୍ଧ ଶ୍ରଦ୍ଧାଳୁ ସାମିଲି ହୋଇଥିଲେ,ମଙ୍ଗୁଲି ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା,

Leave a Reply

Your email address will not be published. Required fields are marked *