• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କାଳନ୍ଦୀ ନାୟକ ହାଇସ୍କୁଲ 2011 ମେଟ୍ରିକ ବ୍ୟାଚର ବନ୍ଧୁମିଳନ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅଧିନସ୍ଥ ଗୁଣାଦଳ କାଳନ୍ଦୀ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟର 2011 ମସିହା ଛାତ୍ର ମାନଙ୍କ ଦ୍ୱାରା ଏକ ସୌଜନ୍ୟ ମୂଳକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା,ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିତାନନ୍ଦ ଜେନା ଓ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଯୋଗଦେଇଥିଲେ,ଛାତ୍ର ମାନେ ଉତ୍ତରୀୟ ଓ ପୁଷ୍ପଗଛ ଦେଇ ଦୁଇ ଗୁରୁ ଙ୍କୁ ସମ୍ଭର୍ଦ୍ଧିତ କରିଥିଲେ ଓ ଗୁରୁଙ୍କୁ ପୂଜାର୍ଚନା କରିଥିଲେ,ପିଲାମାନେ ଛାତ୍ର ଜୀବନ କଥା ମନେ ପକାଇ ଦୁଃଖ ପ୍ରକାଶ କରିଥିଲେ,ଗୁରୁମାନେ ପିଲାମାନଙ୍କୁ ଶୃଙ୍ଖଳା ଓ ନିଜ ନିଜର ସମାଜ ପାଇଁ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ,ପିଲାମାନେ କିଭଳି ଭଲ ମଣିଷ ହୋଇପାରିବେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ବେତ ମାଡ଼ ମାରୁଥିଲେ ଓ ପଥର କୁ କାରିଗର ନିହାଣ ମୁନରେ ଯେଭଳି ଆଘାତ ଦେଇ ସୁନ୍ଦର ମୂର୍ତ୍ତି ଗଢୁ ଥିବାର ଉଦାହରଣ ଦେଇଥିଲେ,ଶେଷରେ ଖାଦ୍ୟ ର ଆୟୋଜନ କରାଯାଇଥିଲା,କିଛି ବନ୍ଧୁ ନିଜର କାଯ୍ୟବେସ୍ତତା ପାଇଁ ଆସିପାରୁନଥିଲେ ସେମାନେ କିଭଳି ଆସନ୍ତା ବର୍ଷ କୁ ଯୋଗଦେବେ ଉପସ୍ଥିତ ବନ୍ଧୁମାନେ ଅନୁରୋଧ କରିଥିଲେ

Leave a Reply

Your email address will not be published. Required fields are marked *