ସଂକଳନ ଓ ସମ୍ପର୍କ ଅଭିଯାନରେ ସାମିଲ ହୋଇ ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭଦ୍ରକ ବିଧାୟକ #ସିତାଂଶୁଶେଖରମହାପାତ୍ର।
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ ପ୍ରତିଷ୍ଠିତ ନେତା,ପ୍ରଖର ରାଜନେତା,ନିଃସ୍ଵାର୍ଥପର ସାମାଜିକ କାର୍ଯ୍ୟକର୍ତ୍ତା,କବି,ସାହିତ୍ୟିକ,ସାମ୍ୱାଦିକ, ସଶକ୍ତ ବକ୍ତା ଏବଂ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ।
ଏହି ଅବସରରେ ଅଟଳ ବାଜପେୟୀଙ୍କ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ବରିଷ୍ଠ ନାଗରିକଙ୍କୁ ରାଜ୍ୟ ସଭାପତି ଶ୍ରୀ Manmohan Samal ,ସାଂସଦ ଶ୍ରୀ Avimanyu Sethi ,ଜିଲ୍ଲା ସଭାପତି ଶ୍ରୀ Bhagaban Panda ,ଭଣ୍ଡାରିପୋଖରୀ ବିଧାନସଭା ନେତା ଶ୍ରୀ ଶିକ୍ଷାବିତ୍ ସୁଧାଂଶୁ ନାୟକ ଏବଂ ବାସୁଦେବପୁର ବିଧାନସଭା ନେତା ଶ୍ରୀ bani kailyani ଉପସ୍ଥିତ ହୋଇ ସମ୍ମାନ ଓ ସମ୍ବର୍ଦ୍ଧିତ କରିଥିଲେ।