ଆସନ୍ତା ଦୋଳ ପର୍ବ କୁ ଆଖି ଆଗରେ ରଖି ଟାଙ୍ଗୀ ଠାରେ ଜୟ ମା ତାରିଣୀ ବା jmt ଟ୍ରେଡ଼ର୍ସ ତରଫରୁ ଏକ ଭବ୍ୟ ସୋରୁମ ଟି ଖୋଲା ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଚୌଦ୍ୱାର ବ୍ଲକ ର ପୂର୍ବତନ ବିଧାୟକ ସମ୍ମାନୀୟ ଧର୍ମାନନ୍ଦ ବେହେରା ମହୋଦୟ ଏବଂ ତାଙ୍କ ସହ ସନମାନୀୟ ଅତିଥି ଭାବେ ଶୈଳବାଳା ସାହୁ ଙ୍କ କରକମଳରେ ଫିତା କାଟି ସୋରୁମ ଟିକୁ ଉଦଘାଟନ କରିଥିଲେ ଏହି ଉତ୍ସବ ରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ଆତ୍ମା ଚେୟାରମ୍ୟାନ ରାଜେଶ ରଞ୍ଜନ ଷଡ଼ଙ୍ଗୀ,ସମାଜସେବୀ ଆଶିଷ ରଞ୍ଜନ ଷଡ଼ଙ୍ଗୀ,ଅମ୍ବିକା କଂପ୍ଲେସ ର ମାଲିକ ଦୁଃଖେନ୍ଦ୍ର ସାହୁ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା l ଘରେ ବ୍ୟବହାର କରୁଥିବା ସମସ୍ତ ଇଲେକ୍ଟ୍ରୋନିକସ ଓ ଫର୍ନିଚର ର ସମସ୍ତ ଉପକରଣ ଏହି show ରୁମ ରେ ସୁଲଭ ମୂଲ୍ୟରେ ପାଇବେ l ତ ସହିତ ଏଠାରେ ଫାଇନସ ର ବ୍ୟବସ୍ତା ମଧ୍ୟ ଅଛି l ଏହି ସୋରୁମ ର ମାଲିକ ପ୍ରଦୀପ କୁମାର ସାହୁ ( ଲିଟୁବାବୁ ) ଙ୍କ ତିନୋଟି ଶୋରୁମ ଅଛି l
ଚୌଦ୍ୱାର, ଶଙ୍କର ପୁର ପରେ ଏବେ ଟାଙ୍ଗୀ ଠାରେ ଦୋଳଯାତ୍ରା ଉପଲକ୍ଷେ ନୂଆ ଶୋରୁମ ଟି ଖୋଲି ଟାଙ୍ଗୀ ଅଞ୍ଚଳ କୁ ଉପହାର ଭେଟି ଦେଇଛନ୍ତି