• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକର ଐତିହାସକ ଶ୍ରୀରାମନବମୀ ନଗର ସଂକିର୍ତ୍ତନ ସବୁଠୁ ନିଆରା

ByOdishri Khabar

Apr 7, 2025
Spread the love

ଛୋଟପିଲା,ମହିଳା ଠାରୁ ଆରମ୍ଭ କରି ବୟସ୍କ ଯାଏ ଲକ୍ଷାଧିକ ଭକ୍ତ ଏହି ସଂକିର୍ତ୍ତନରେ ସାମିଲ ହୁଅନ୍ତି | ତେବେ କୁନି କୁନି ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଡିଜେରେ ଭାଏବ୍ରେଟର ବ୍ୟବହାର କରନ୍ତୁ ନାହିଁ | ଡିଜେ ବଜାନ୍ତୁ ଓ ଖୁବ୍ ହସ ଉଲ୍ଲାସରେ ଶ୍ରୀରାମନବମୀ ପାଳନ କରନ୍ତୁ ହେଲେ ଭାଏବ୍ରେଟର ବ୍ୟବହାର କରି ଅନ୍ୟକୁ କଷ୍ଟ ଦିଅନ୍ତୁ ନାହିଁ |
କ’ଣ କହୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଅସିତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *