• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ

ByOdishri Khabar

Apr 25, 2025
Spread the love

ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ । ଶୁଖୂଗଲାଣି ରାଜ୍ୟର ବୃହତ୍ତମ ମହାନଦୀ। ଗତବର୍ଷ ତୁଳନାରେ ଦୁଇଫୁଟ ଖସିଆସିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ତେବେ ଗତବର୍ଷ ଏହି ସମୟରେ ହୀରାକୁଦ ଜ ଜଳସ୍ତର ୬୧୫ଫୁଟ୍ ଥୂବାବେଳେ ଚଳିତ ବର୍ଷ ୬୧୧ ଖସିଆସିଛି । ସେପ ଟେ ସାଙ୍ଘାତିକ ଭାବେ ଫୁଟକୁ ଖସିଅ ଖସୁଛି ଜଳ ଜଳ ପ୍ରବେଶର ମାତ୍ରା । ଜଳ ଭଣ୍ଡାରକୁ

କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ବନ୍ଦ କରିଦେଇଥିବାରୁ ମାତ୍ର ୧୫୦୦ ଘନଫୁଟ ଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ଗୋଟିଏ ପଟେ ଓଡ଼ିଶା ଦେଇ ପ୍ରବାହିତ ହାନଦୀ ଶୁଖୁଲା ପଡିଥ‌ିବା ବେଳେ ଛତିଶଗଡ଼ରେ ହେଉଥୂବା ମହାନ ଲହଡ଼ି ମାରୁଛି ମାରୁଛି ପାଣି। ଶକ୍ତି ଜିଲ୍ଲା ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳ କିଭଳି ପାଣି ଭିତରେ ରହିଛନ୍ତି। ଲହଡ଼ି ମାରୁଥ୍ ମାରୁଥିବା ଓଡ଼ିଶା ଚାଷ ଷୀ ହତାସା ଭିତ ତେବେ ଗୋଟିଏ ପଟେ ମହାନଦୀର ସମସ୍ତ ଧାର ଶୁଖ୍ ଯାଇ ପାଇଥିବାବେଳେ ଅନ୍ୟପଟେ ଛତିଶ ଗଡ଼ରେ ଲହଡ଼ି ମାରୁଛି ପାଣି। ଣି। କିଭଳି ଭାବେ ଛତିଶଗଡ଼ ସରକାର ପାଣିକୁ ଅଟକାଇ ରଖୁଛନ୍ତି ତା ଦୃଶ୍ୟ ଆପଣଙ୍କ ସାମ୍ନାରେ । ଏବେ ଦେଖୁବା ଆମ ରାଜ୍ୟର ଜୀବନ ରେଖା ଚିରସ୍ରୋତା ମହାନଦୀ କିଭଳି ମରୁଭୂମି ପାଳଟି ଯାଇଛି । ଏପ୍ରିଲ ମାସରୁ ଶୁଖିଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ। ଏନେଇ ଚିନ୍ତାରେ ପଡିଲେଣି ମହାନଦୀକୁ ଭରସା କରୁଥିବା ଲୋକ। ଚାଷ କିଭଳି ହେବ, ପାଣି କେଉଁଠୁ ପାଇବେ ସେ ଚିନ୍ତାରେ ସମସ୍ତେ।

Leave a Reply

Your email address will not be published. Required fields are marked *